logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅଳ୍ପାୟୁ
ହୁଳିଂଜିନିଡ୍‍
ନିଶା ସେବନ କଲେ ଅଳ୍ପାୟୁ ହୁଏ ।
ବୁଲେନତେୟା ନୁଉଇରେ ଜିନିତ୍‍ ହୁଳିଂଙ୍ଗେନା ।

ଅମଙ୍ଗ
କାୟାଆ
ମିଲି ବଣକୁ ଯିବାକୁ ଅମଙ୍ଗ ହେଲା ।
ମିଲି ବୁରୁ ସେନ ଲାଗିଡ୍‍ କାୟାଆଜାନା ।

ଅସ୍ତ୍ର
ଗଗଏଃ ସାମାନ
ଯେ ଅସ୍ତ୍ର ଧାରଣ କରେ ସେ ଅସ୍ତ୍ରରେ ମରେ ।
ଅକୟ ଗଗଏଃ ସାମାନେଏ ସେବେୟା ଆଏ ଗଗଏଃ ସାମାନ ତେଗେଏ ଗଜୁୱା ।

ଅଳି
ଗେଜରା
ମିନି ସ୍କୁଲକୁ ଯିବା ନିମନ୍ତେ ଅଳି କରୁଛି ।
ମିନି ସ୍କୁଲ ସେନଅ ଲାଗିଡେଏ ଗେଜରା ତାନା ।

ଅର୍ଦ୍ଧରାତ୍ର
ତାଲାନିଦେ
ଚୋର ଅର୍ଦ୍ଧରାତ୍ରରେ ବାହାରେ ।
କୁମ୍ବୁଉ ତାଲାନିଦେଏ ଅଣ୍ଡଙ୍ଗା ।

ଅଦ୍ଭୁତ
ଏସୁତାନ୍‍ଗା
ଆକାଶରେ ବେଳେ ବେଳେ ଅଦ୍ଭୁତ ଦୃଶ୍ୟ ଦେଖାଯାଏ ।
ରିମିଲରେ ମିସେ ମିସେ ଏସୁତାନ୍‍ଗାନେଲ୍‍ ନେଲାମୱା ।

ଅଧା
ତାରା (ଅଧା)
ବଗିଚାର ଅଧା କାମ ଆମେ କରିବୁ ।
ବାଖାନରେୟା ତାରା ପାଇଟି ଆଲେ ପାଇଟିୟେ ।

ଆଧିର
ହାପା
ଦୁଃଖ ବେଳେ ଆମେ ଅଧିର ହେଉ ।
ଦୁକୁ ଇମିତେ ଆବୁ ହାପାରେନା ୱାବୁ ।

ଅଦାଲତ
କାଚାରି
ଆମ ରାଜ୍ୟରେ ସର୍ବୋଚ୍ଚ ଅଦାଲତ ଅଛି ।
ଆବୁ ରାଜ୍ୟରେ ମାରାଂ କାଚାରି ମିନାଃଆ ।

ଅବିବେକି
ଅବିବେକି
ଅବିବେକି ବିନଷ୍ଟ ହେବ ।
ଅବିବେକି ବିନଷ୍ଟ ହେବ ।


logo