logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅସମ୍ଭବ
କାହାହବାନା
ଅସମ୍ଭବ ବୋଲି କେବେ କହ ନାହିଁ ।
କାହାହବାନା ମେନ୍ତେ ଆଲମ୍‍ କାଜିଇୟେ ।

ଅମ୍ବର
ରିମିଲ
ନୀଳ ଅମ୍ବର ଭାରି ସୁନ୍ଦର ।
ନିଲ୍‍ ରିମିଲ ଏସୁ ସୁନ୍ଦରା ।

ଅସ୍ତ
ଆସୁର
ଅସ୍ତ ବେଳେ ସୂର୍ଯ୍ୟ ଲାଲ୍‍ ଦେଖାଯାଏ ।
ଆସୁର ସିଙ୍ଗି ଆରାଆ ଗେଏଃ ନେଲୱା ।

ଆସୁର
ଅମର
ଦେଶ ପାଇଁ ପ୍ରାଣ ଦେବା ବ୍ୟକ୍ତି ଅମର ହୁଅନ୍ତି ।
ଦେଶୁମ୍‍ ଲାଗିଡ୍‍ ଜୀବନ ସେନଅକୱା ନୁତୁମ ତାଇନେ ।

ଅପରିସ୍କାର
ଟାକାରାଗେ
ଅପରିସ୍କାର ହୋଇ ରହିଲେ ରୋଗ ହୁଏ ।
ଟାକାରାଗେ ତାଇନରେ ରୁଗା ବାୟୁୱା ।

ଅମଳ
ଖିତିନାମେ
ଫସଲ ଅମଳ ସମୟେ ଚାଷୀ ଖୁସି ହୁଏ ।
ଖିତିନାମେ ସମାଏ ଚାଷତାନିଲ ରାଆସୱାଏ ।

ଅପାର
ଏସୁପୁରେଏ
ଅପାର ଧନ ଅପେକ୍ଷା ପ୍ରେମ ଭଲ ।
ଏସୁପୁରେଏ ବିତି ବାଦଲ ରାଆଁସା ବୁଗିନେ ।

ଅବଶିଷ୍ଟ
ବାକି
ଅବଶିଷ୍ଟ ସମୟ ମୁଁ ବଗିଚା କାମ କରେ ।
ବାକି ସମଏ ଆଞ୍ଜ ବାଗାନ୍‍ ପାଇଟି ରେଞ୍ଜ ତାଇନେ ।

ଅନ୍ତର
ଅନ୍ତର
ମନ୍ଦ ଅଭ୍ୟାସକୁ ନିଜଠାରୁ ଅନ୍ତର କର ।
ଖାରବ୍‍ ସେବେ ଆପାନ୍‍ତାଆଏତେ ସାନିଙ୍ଗେ ପେଃ ।

ସାନିଙ୍ଗ
ହୁଳିଙ୍ଗ
ମୁଁ ଆଳ୍ପ କହେ ବେଶୀ କରେ ।
ଆଞ୍ଜ ହୁଳିଙ୍ଗ ଗେଞ୍ଜ ଜାଗାରା; ପୁରୁଏଞ୍ଜ ପାଇଟିଏ ।


logo