logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅକ୍ଷର
ଅନଲ୍‍
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ ।
ଆମାଆ ଅନଲ୍‍ ଏସୁ ବୁଗେନେ ।

ଅଠଆ
ଆଟା
ଅଠାରେ କାଗଜ ଲଗାଯାଏ ।
ଆଟାତେ କାଗଜ'କ ଜୁୱେଏୟା ।

ଅକଲ ଗୁଡୁମ
ଆକାବାକା
ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ ହେଲା ।
ଗନଏ ଖବର ଆୟୁମତେ ଆଞ୍ଜ ଆକାବାକାଜାନୀ ।

ଅଧଃକ୍ରମ
ଲାତାରଲାତାର
ମୁଁ ଅଧଃକ୍ରମରେ ନାମ ଗୁଡିକ ପଢିଲି ।
ଅଞ୍ଜ ଲାତାର ଲାତାର ନୁତୁମ୍‌କ୍ଞ୍ଜ୍ ପାଳାୱକେଡା ।

ଅମ୍ଳ
ମରଏ
ଅମ୍ଳରସ ପିଇହୁଏ ନାହିଁ ।
ମରଏ ରାଶି କାହା ନୁଉ ଦାୟିୱା ।

ଅନ୍ନ
ମାଣ୍ଡି
ଅନ୍ନ ବିନା ଆମେ ବଞ୍ଚି ପାରିବା ନାହିଁ ।
ମାଣ୍ଡି ବାଗେକାତା ଆବୁ କାବୁ ଜିଇଡୁଆ ।

ଅଣ୍ଟା
ମାୟାଙ୍ଗ
ବୁଢା ବୁଢୀ ମାନେ ଅଣ୍ଟା ସଳଖି ପାରନ୍ତି ନାହିଁ ।
ବୁଳେ ବୁଳିକ ମାୟାଙ୍ଗ କାକ ଦାୟେଃ ।

ଅଁଳା
ମେରେଲ୍‍
ଅଁଳାତେଲ କେଶକୁ ଭଲ ।
ମେରେଲ‍ ଶୁନୁମ ବାଲେ ଲାଗିଡ୍‍ ବୁଗିନେ ।

ଅଞ୍ଚଳ
ଜାଗା
ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ ।
ଆଲେ ଜାଗା ବୁରୁତେଗେ ପେରେୟା କାନା ।

ଅରମା
ଲାଟା
ଆମେ ଆମ ବାଡିର ଅରମା ସଫାକରୁ ।
ଆଲେ ଆଲେୟାଃ ଲାଟାଲେ ସାଫାୟା ।


logo