logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Munda Sabdakosh

ଅତିଥି
କୁଣୁଏ
ଆମ ଘରକୁ ଅତିଥି ଆସିଛନ୍ତି ।
ଆଲେ ଆୱାତେ କୁଣୁଏକ ହୁଜୁଏ କାନା ।

ଅଙ୍କନ
ଅଙ୍କା
ଗୋଟିଏ କାଉର ଛବି ଅଙ୍କନ କର ।
ମିଏଡ୍‍ କାଆ ପଟ ଅଙ୍କାଏ ପେ ।

ଅଭିଭାବକ
ଏଙ୍ଗାଆପୁ
ଅଭିଭାବକ ତମର ଯତ୍ନ ନିଅନ୍ତି ।
ଏଙ୍ଗା ଆପୁ ଆମାଃ ଯତନକ ଇଡିଆ ।

ଅଭ୍ୟାସ
ସେବେ
ଗୀତ ଗାଇବା ଅଭ୍ୟାସ କର ।
ଦୁରେଂ ଲାଗିଡ୍‍ ସେବେନ ପେ ।

ଅଭିନୟ
ଅଭିନୟ (ଇନୁଂ)
ରବି ଭଲ ଅଭିନୟ କରି ଜାଣେ ।
ରବି ବୁଗିନ୍‍ ଅଭିନୟ ଆଦାନା ।

ଅଜା
ତାତା
ଆମ ଅଜାଙ୍କ ନାମ ।
ଆଲେୟାଆ ତାତାଆ ନୁତୁମ ।

ଅଧିକ
ପୁରେଏଃ
ମୁଁ ସମସ୍ତଙ୍କ ଠାରୁ ଭଲ ପାଠ ଜାଣେ ।
ଆଞ୍ଜ୍ ସାବିନ୍‍ କୱାଏତେ ପୁରେଏ ପାଳାଅଞ୍ଜ ଏତୟା ।

ଅମୃତ
ଅମୃତ
ଅମୃତ ଖାଇଲେ କେହି ମରନ୍ତି ନାହିଁ ।
ଅମୃତ ଜମ୍‍ କେଏଭେ ଅକୟଅ କାକ ଗଜୁଆ ।

ଅଣ ଓସାରିଆ
ବାତାରି
ଆମ ଗ୍ରାମକୁ ଅଣଓସାରିଆ ରାସ୍ତାଟିଏ ଅଛି ।
ଆଲେ ହାତୁତେ ସୁଳିହରା ମେନାଆ ।

ଅପେକ୍ଷା
ତାଙ୍ଗି
ମୁଁ ତୁମକୁ ଅପେକ୍ଷା କରି ଆସିଛି ।
ଆଞ୍ଜ୍ ଆମକେ ତାଙ୍ଗିକାତେଞ୍ଜ ହୁଜୁୱେ ।


logo