logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅଂଶିଦାର
ଲେକାତାଲା
ଲୋକଟି ବେପାର୍‍ ରେ ଆଶିଂଦାର ଅଛନ୍ତି ।
ମିଡଃ ହୋ କିରିଂ, ଆକାରିଂ, ହୋ କଲୱଃ ଲେକାତାଲାକାନା ।

ଅତିଥିସତ୍କାର
କୁପୁଲ ଏଲାଦାରମ୍‍
ଅତିଥିସତ୍କାର କରିବା ।
କୁପୁଲ୍‍କବୁ ଏଲାଦାରମକୱା ।

ଅଧ୍ୟାପକ
କଲେଜ ମାଟାସର୍‍
ଅଧ୍ୟାପକ ପଢାଉଛନ୍ତି ।
କଲେଜ ମାଟାସର୍ ପାଳାୱକତାନା

ଅବତାର
ଜାପାନ
ଶ୍ରୀକୃଷ୍ଣଙ୍କ ଅବତାର ହେଇଥିଲେ ।
ଶ୍ରୀକୃଷ୍ଣ ଜାପାନ ହବା ଲିନା ।

ଅଧର୍ମ
କାଦରମ୍‍
ଅଧର୍ମରେ ଜୟ ହୁଏ ନାହିଁ ।
କାଦରମରେଦ କା ଦା' ଦାଇୟେ ।

ଅମୃତ
ପାସିଡ୍‍
ଅମୃତ ନିଅ ।
ପାସିଡ୍‍ ଇଡେମ୍‍ ।

ଅପବିତ୍ର
ବିଶିଃ
ଅପବିତ୍ରରେ ପୂଜା ପାଠ କରାଯାଏ ନାହିଁ ।
ବିଶିଃଏ କାନ୍‍ ରେ ବଙ୍ଗାବୁରୁ କାଆ ଚାଲାୱା ।

ଅଗଣା
ରାଚା
ଅଗଣାରେ ଫୁଲ ଗଛ ଅଛି ।
ରାଚାରେ ବାଆ ଦାରୁ ମେନାଃ ।

ଅନ୍ତପୁର
ଆଦିଂ
ଅନ୍ତପୁରରେ ମୂଲ୍ୟବାନ ଜିନିଷ ରଖାଯାଏ ।
ଆଦିଂରେ ଗନଂ ଜିନିଷକ ବୁ ଏମେୟା ।

ଅଫିସ୍‍
ଗାରି
ଅଫିସରେ ନଥିପତ୍ର ରଖାଯାଏ ।
ଗାରିରେ କାଗଜ ସାକାମ୍‍ କରି କାୱା ।


logo