logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କ'ଣ
ଚିକାନାଃ/ଚିନାଃ
କ'ଣ କରୁଛ ।
ଚିକାନାଃ/ଚିନାଃମ୍‍ ଚିକେତାନା ।

କ'ଣ
ଚିନାଃ/ଚିକାନାଃ
କ'ଣ କରୁଛ ?
ଚିନାଃ ଚିକେତାନାମ ?

କ'ଣ
ଚିନାଃ
କ'ଣ କହୁଛ ?
ଚେନାଃମ୍‍ କାଜି ତାନା ?

କ'ଣ
ଚେନାଃ
ତମେ କ'ଣ ପଚାରୁଛ ?
ଆମ୍‍ ଚେନାଃମ୍‍ କୁଲି ତାନା ?

କଂସା
କାଂସା
କଂସା ବାସନ ଅଛି ।
କାଂସାକ ମିନାଃ ।

କଅଁଳ କଥା
ଲେଏମ କାଜି/ଲାଆର କାଜି
ମାଆ କଅଁଳିଆ କଥା କହୁଛନ୍ତି ।
ଏୟାଂ ଲେଏମ୍‍/ଲାଆର୍‍ କାଜିଃ କାଜିଇତାନା ।

କଅଁଳେ
ତୁରୁତଇଃ/ସାଗେନ୍‍
ପତ୍ର କଅଁଳେ ।
ତୁର୍‌ତୁଇ ସାକାମ୍‍ ।

କଇଁ
ସାଲୁକେଡ଼୍‌ବାଆ
ପୋଖରୀରେ କଇଁଫୁଲ ଫୁଟିଛି ।
ସାଲୁକେଡ଼୍‌ବାଆ ବାନ୍ଦାରେ ପୁଟା ୱା କାନା ।

କଇଁ
ସାଲୁକେଡ୍
କଇଁ ଫୁଟିଛି ।
ସାଲୁକେଡ୍ ପୁଟେୱାକାନା ।

କଇଁ
ସାଲୁକେଡ୍


logo