logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଭଁଅର
ବାଆ ଉରୁ
ଭଅଁର ଉଡ଼ିଗଲା ।
ବାଆ ଉରୁ ଆପିର ୟାନା ।

ଭଁଅର
ଉରୁ
ଫୁଲ ଉପରେ ଭଁଅର ବସିଛି ।
ବା ଚେତାନ୍‌ରେ ଉରୁ ଦୁବାକାନା ।

ଭଅଁର
ଉରୁ
ଭଅଁର ଉଡ଼ି ବୁଲୁଛି ।
ଉରୁ ଆପିର୍ ବାଆନ୍ ତାନା ।

ଭଉଣୀ
ମିଶିକୁଇ
ଭଉଣୀ ସ୍କୁଲକୁ ଗଲା ।
ମିଶିକୁଇ ମଣ୍ଡତେଏ ସେନଃୟାନା ।

ଭଉଣୀ
ଦାଇ(ବଡ଼ ଭଉଣୀ), ମିଶିକୁଇ/ଉଣ୍ଡିକୁଇ(ସାନ)

ଭଉଣୀ
ଦାଇ
ଭଉଣୀ ପାଣି ଦିଅ ।
ଦାଇ ଦାଃ ଏମାଞ୍ଜମେ ।

ଭକ୍ତ
ବଗତା
ଭକ୍ତଟି ଡରୁଛି ।
ବଗତା ବରୟେ ତାନାଃ ।

ଭକ୍ତି
ଇୟାମ୍‍
ଭଗବାନଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଅଛି ।
ସିବଙ୍ଗା ତାଃରେ ସବେନକୱା ଇଏମ୍‍ ମିନାଃ ।

ଭଜା
ଆପ/ହୁଣ୍ଡା ଇସିନ୍‍
ଆଳୁ ଭଜା
ଆଲୁ ହୁଣ୍ଡା ଇସିନ୍‍ ।

ଭଣଜା
ଗେ କଆ
ଭଣଜା ଚେନାଇ ଗଲା ।
ଗେକଆ ଚେନାଇଁ ସେନଃୟାନା ।


logo