logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜଂଘ
ବୁଲୁ
ଜଂଘ ବ୍ୟଥା ହେଲା ।
ବୁଲୁ ହାସୁ ତାନା ।

ଜଗତ
ପି'ଇଳି
ଏ ଜଗତରେ ମାନବ ଏକ ।
ନେନ୍‍ ପି'ଇଳିରେ ମାନୱାକ ମିଡୱାଃ ।

ଜଘଂ
ବୁଲୁ

ଜଘିଂଆ
ଜାଙ୍ଗିଆ
ହନୁର ଜଘିଂଆ ନାଲି ଅଟେ ।
ସାରାଃଆ ଜାଙ୍ଗିଆ ଆରାଃଆ ଗେୟା ।

ଜଙ୍ଘ
ବୁଲୁ
ବେଙ୍ଗର ଜଙ୍ଘ ନାଲିଆ ।
ଚକେୟାଃଆ ବୁଲୁ ଆରାଃଆ ।

ଜଝିମଝିମ
ଚିହିର ବିହିର ରେଁ ରେଁ ।

ଜଟା
ଜାଟାଂ/ଜଟ
ଜଟା ମୁଣ୍ଡରେ ପାନିଆଁ ଚାଲେ ନାହିଁ ।
ଜଟ ବଅଃ କା ନାକିଃୟଃଅ ।

ଜଟା
ଜଟେଲା

ଜଡ଼ା
ଜାଳାବିନ୍ଦି
ଜଡ଼ାତେଲ ଆଣ ।
ଜାଳାବିନ୍ଦି ସୁନୁମ୍‍ ଆଗୁଇମ୍ ।

ଜଡା
ଜାଳା
ଜଡାତେଲ ନାହିଁ ।
ଜାଳା ସୁନୁମ୍‍ ବାନାଃଆ ।


logo