logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅଁଳା
ମେରେଲ୍‍
ଅଁଳା ଖାଇବା ଭଲ ।
ମେରେଲ ଜମେରେ ବୁଗିଏନ ।

ଅଁଳା
ମେରେଲ୍‍
ଅଁଳା ଏକ ବଣର ଫଳ ।
ମେରେଲ୍‍ ଦ ବିର୍‍ରାଃ ଜୋ ।

ଅଁଳା
ମେରେଲ
ଅଁଳା ଜଙ୍ଗଲରେ ମିଳେ ।
ମେରେଲ୍ ଜଙ୍ଗଲ୍‌ରେ /ବୁରୁରେ ନାମ ଆଃ ।

ଅଁଳା ଗଛ
ମେରେଲ ଦାରୁ
ଅଁଳା ଗଛ ।
ମେରେଲ ଦାରୁ ରୁଆଏମ୍ ।

ଅଂଗୁଳି
ତି ଆଙ୍ଗୁଳି/ଗାଣ୍ଡା
ହାତ ଅଙ୍ଗୁଳି ।
ତି ଆଙ୍ଗୁଳି/ତି ଗାଣ୍ଡା ।

ଅଂଗୁଳିର ଅଗ୍ର
ଗାଣ୍ଡା ଚୁଟିଃ
ଆଙ୍ଗୁଳିର ଅଗ୍ରଭାଗ ନରମ ଅଟେ ।
ଗାଣ୍ଡା ଚୁଟିଦ ଲେବେଃଆ ।

ଅଂଗୁଳିର ପବ
ଗାଣ୍ଡାରେୟାଃ ଉଟି
ଗୋଟିଏ ଅଙ୍ଗୁଳିରେ ଏକାଧିକ ପବ ଅଛି ।
ମିୟାଡ୍‍ ଗାଣ୍ଡାରେ ସାଙ୍ଗି ଉଟି ମେନାଃ ।

ଅଂଶିଦାର
ଲେକାତାଲା
ଲୋକଟି ବେପାର୍‍ ରେ ଆଶିଂଦାର ଅଛନ୍ତି ।
ମିଡଃ ହୋ କିରିଂ, ଆକାରିଂ, ହୋ କଲୱଃ ଲେକାତାଲାକାନା ।

ଅକାଣ୍ଡିଆ ଚାଉଳ
ବାଗାଳା ଚାଉଲି
ଅକାଣ୍ଡିଆ ଚାଉଳ ଭାତ ଭାରି ମିଠା ।
ବାଗାଳା ଚାଉଲି ମାଣ୍ଡି ଏସୁ ନଗଡା ।

ଅଖା
ବସ୍‍ତା/ବରା
ଅଖାରେ ଚାଉଳ ଅଛି ।
ବସ୍‍ତାରେ ଚାଉଲି ମେନାଃ ।


logo