logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଲକ୍ଷେ
ଡ଼ାହାକା

ଲଘୁଧାନ
ଲାବାର୍ ବାବା
ଲଘୁଧାନ ନିଅ ।
ଲାବାର୍ ବାବା ଇଡେମ୍ ।

ଲଙ୍କା
ମାର୍‍ଚି
ଧାନୁଆ ଲଙ୍କା ଭାରି ରାଗ ।
ବାବା ମାର୍‍ଚି ଏସୁ ରାଗଆ /ହାଡ଼ା ।

ଲଙ୍କା ଆମ୍ବ
ବିଲାତି ସସ
ଗୋବିନ୍ଦ ପଡ଼ିଆ ଜମିରେ ଲଙ୍କା ଆମ୍ବ ଚାଷ କରିଛନ୍ତି ।
ଗୋବିନ୍ଦ ପାଳିଏ ଗୁଃଳାରେ ବିଲାତି ସସଏ ରଆତାଡ଼ା ।

ଲଙ୍କା ମରିଚ
ମାରଚି
ଲଙ୍କା ବହୁତ ରାଗ ଲାଗେ ।
ମାର୍‍ଚି ଏସୁ ହାଆଃଡ଼ା ।

ଲଙ୍ଗଳ
ନାଇଲ
ଲଙ୍ଗଳରେ ହଳ କରନ୍ତି ।
ନାଇଲତେକ ସିୟୁଏ ।

ଲଜ୍ଜା
ଗିୟୁଃଉ
ଲଜ୍ଜା ନିବାରଣ ପାଇଁ ଲୁଗା ଆବଶ୍ୟକ ।
ଗିୟୁଃଉ ଏସେଡ଼ ଲାଗେଡ଼ ଲିଜାଃ ଗରଜମିନାଃ ।

ଲଢ଼େଇ
ରପଃ
ଷଣ୍ଢ ଲଢ଼େଇ କଲେ ।
ଷେଣ୍ଢକ ରପଅ ତାନା ।

ଲଫାପା
କାଗଜ ପଳମ୍‍
ଲଫାପାରେ ଚିଠି ପଠାନ୍ତି ।
କାଗଜ ପଳମ୍‍‌ତେ ନିକୁଲ୍‍‌କ କୁଲେୟା ।

ଲାଖବିନ୍ଧା
ସାର୍‍ତୁଞ୍ଜ/ବେଜା
ଲାଖବିନ୍ଧାରେ ସେ ପ୍ରଥମ ହେଲା ।
ବେଜା ସାରତୁଞ୍ଜରେ ଆଏଃ ଆୟାରା କାନା ।


logo