logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ରକ୍ତ
ମାୟାଁମ୍

ରକ୍ଷିତା
ଏରା ଅଚଃ

ରଙ୍ଗ
ରଂ
କାଗଜର ରଙ୍ଗ ଧଳା ।
କାଗଜଃ ଆ ରଂ ପୁଣ୍ଡି ।

ରଜନୀଗନ୍ଧା
ନିଦାସଆନ/ଜାପିଡ୍ ସୁଆନ୍
ରଜନୀଗନ୍ଧା ରାତିରେ ଫୁଟେ ।
ନିଦାସଆନ୍ ବାଆ ନିଦାପାଂ ପୁଟାଓ ନା ।

ରଣା
ସାକମ୍‍ବିଞ୍ଜ
ରଣାସାପ ଏକ ବିଷାକ୍ତ ସାପ ।
ସାକମ‍ବିଞ୍ଜ ବିଶିୟେନେ ।

ରଣା
ସାକମବିଂ
ରଣା ହିଡ଼ସବୁ ଭାଙ୍ଗିଦିଏ ।
ସାକମ୍‌ବିଂ ଆଣି କଏଃ ରାପୁଡ଼ା ।

ରତ୍ନ
ସିଙ୍ଗେର୍

ରପ୍ତାନି
ଚାନାଲ୍‍
ବାରିପଦାରୁ ଟସର ଲୁଗା ରପ୍ତାନୀ କରାଯାଉଛି ।
ବାରିପଦାୟେଃତେ ଲୁଗେମ୍‍ ଲିଜେଃ ଏ କ ଚାନାଲେ ତାନାଃ ।

ରବି
ରୁଇ
ଶନିବାର ପରେ ରବିବାର ଆସେ ।
ଶନିହାର ଚାନାବ ରୁଇହାର ହୁଜୁଃଏ ।

ରବିବାର
ରୁଇହାର


logo