logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଚଉକି
ତେଣ୍ଡେଲ୍‍ ମାଚିଲେ
ଚଉକିରେ ବସିବା ।
ତେଣ୍ଡେର ମାଚିଲେ ରେବୁ ଦୁବେ ।

ଚଉକି
ଟେନ ଡେର ମାଚିଲେ
ଚୌକି ଭାଙ୍ଗିଲା ।
ତେଣ୍ଡେର୍‍ ମାଚିଲା ରପୁଡ୍‌ୟାନା ।

ଚଉଦ
ଗେଲ୍‌ପୁନ୍

ଚଟି
ଯୋତା
ପାଦକୁ ସୁରକ୍ଷିତ ପାଇଁଚଟି ପିନ୍ଧନ୍ତି ।
କାଟାତାଲକା ବୁଗିନ୍‍ ତାଇନ୍‍ ଲାଗିଡ଼ ଯୋତାବୁ ହରଃୟା ।

ଚଟୁ
ଲୁଣ୍ଡିଇ/ଆନ୍ଦାଦାଣ୍ଡାଃ
ଚଟୁରେ ଘାଣ୍ଟିବା ।
ଲୁଣ୍ଡିଇତେବୁ ସାଉଟିୟା ।

ଚଟେଇ
ହନ୍‍ ଜାଟି
ଚଟେଇରେ ବସିବା ।
ହୁନ୍‍ଂ ଜାଟିରେବୁ ଦୁବେ ।

ଚଢ଼େଇ
ଚେଁ
ଚଢ଼େଇ ଉଡ଼େ ।
ଚେଁ ଆପିରେ ରେନା ।

ଚଢ଼େଇ
ଚେଁ
ଚଢ଼େଇ ଆକାଶରେ ଉଡ଼ୁଛି ।
ଚେଁ ଶିର୍ମାରେ ଆପିରା କାନା ।

ଚଢେଇ ଛୁଆ
ଅୟହନ
ଚଢେଇ ଛୁଆ ବସାରେ ରହିଛି ।
ଅୟହନ ଲୁଗାରେଃ ତାଇୟାଃ କାନା ।

ଚଣା
ଚାନା
ଚଣା ବୁଟ ଆମ ପାଇଁ ଭଲ ।
ଚାନା ବୁଗିନା ।


logo