logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଠକାମି
ଚାକାଡ/ଜାଲୁଏ
ମୋତ ଠକିଲା ।
ଆଞ୍ଜେ ଚାକାଡ କିଡିଞ୍ଜେ ।

ଠାକୁରାଣୀ
ବଙ୍ଗା ଶାଁଳେ
ଠାକୁରାଣୀ ଶାଳ ।
ବଙ୍ଗା ଶାଁଳେ ।

ଠିଆକାନ୍
ତିକିଗିଡ୍‍

ଠିକ ଅଛି
ବୁଗିତାଡାମ୍‍/ବଣିଆ ତାଡାମ୍‍
ପରୀକ୍ଷାରେ ତୁମେ ଠିକ୍‍ କରିଛ ।
ବିଳାଉରେ ଆମ୍‍ ବୁଗିତାଡ଼ାମ୍‍ ।

ଠିକଣା
ଡଗର୍‍
ଆପଣଙ୍କର ଠିକଣା କେଉଁଠି ।
ଆବେନାଃ ଡ଼ଗର ଅକନା?

ଠିକାଦାର
ଟିକାଦାର
ଠିକାଦାର ଠିକା କାମ କରେ ।
ଟିକେଦାର୍‍ ଟିକେଃ ପାଇଟିୟା ।

ଠିକିରି
ଚମ୍ବୁଲେ
ଠିକିରୀ ଆକାରର ମାଛ ।
ଚମ୍ବଲେ ଲେକାନ୍‍ ହାକୁ ।

ଠେକୁଆ
କୁଲେଏ
ଠେକୁଆ ଘାସ ଖାଏ ।
କୁଲେଏ ତାସାଡ଼ାଃ ଜମା ।

ଠେକୁଆ
କୁଲାଇ
ଠେକୁଆ ଶୋଇଛି ।
କୁଲାଇ ଯାପିଡି ୟାନା ।

ଠେକୁଆ
କୁଲେଏ
ଠେକୁଆ ର କାନ ବଡ ।
କୁଲେଏ ଲୁତୁର ମାରାଂଆ ।


logo