logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମଂଜା
ମାଜାଂ
କଦଳୀ ମଜାଂ ।
କାଦାଲ ମାଜାଂ ।

ମଇଁଷି
କେଳା
ମଇଁଷି ହଜିଛି ।
କେଳା ଆଡ଼ାକାନା ।

ମଇଁଷି
କେଳା
ମଇଁଷି ପାଣି ପିଉଛି ।
କେଳା ଦାଆଃ ନୁଉଁ ତାନା ।

ମଉସା
କାକା
ମଉସା ଆସନ୍ତୁ ।
କାକା ହୁଜୁବେନ ।

ମକା
ଗାଙ୍ଗାଇ
ମକା ଚାଷ ।
ଗାଙ୍ଗାଇ ଚାଷ ।

ମକା
ଟେପଏଃ ଗାଙ୍ଗାଇ
ମକା ଖାଅ ।
ଟେପଏଃ ଗାଙ୍ଗାଇ ଜମେମ ।

ମକା
ଟେପଏ ଗାଙ୍ଗାଇ
ମକା ଗଛ ।
ଟେପଏ ଗାଙ୍ଗାଇ ଦାରୁ ।

ମଗ୍ନ
ଉନୁମ୍‍

ମଙ୍ଗଳ
ଗାନେନ
ତୋର ମଙ୍ଗଳ ହେଉ ।
ଆମାଃ ଗାନେନ ହବାଅଚା ।

ମଙ୍ଗଳବାର
ମୁଙ୍ଗୁଳୁହାର


logo