logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଓଉ
ହାତୁ ରାୟୁଁ , ମାରାଂ ରାୟୁଁ
ଓଉ ଖଟା କର ।
ହାତୁ ରାୟୁଁ ମରଃଏମ୍ ।

ଓଜନ
ଉଜୁନ୍‍/ତୁଲେ
ଜିନିଷ ଓଜନ କରିବା ।
ତୁଲେତେବୁ ଜକାୟା ।

ଓଟ
ଉଁଟୁ
ଓଟ ମରୁଭୂମିରେ ଦେଖାଯାଏ ।
ଉଁଟୁ ଗିତିଲ୍ ପିଇ ରେଃ ନେଲଃଆଃ ।

ଓଟ
ଉଁ-ଟୁ
ଓଟ ମରୁଭୁମି ରେ ଥାଏ ।
ଉଁ-ଟୁ ଗିତିଲ୍ ପିଳିରେଃକ ତାଇନା ।

ଓଠ
ଲୁଟି

ଓଠ
ଲୁଟି
ଶୀତ ଦିନେ ଓଠ ଫାଟେ ।
ରାବାଂ ଦିନ୍ ଲୁଟି ଚାଟୱଃଆଃ ।

ଓଡ଼ିଆ ଶଦ୍ଦ(Word in Odia)
ହୋ ଶଦ୍ଦ (Word in Ho)
ଓଡ଼ିଆ ବାକ୍ୟ (Odia Sentence)
ହୋ ବାକ୍ୟ (Ho Sentence)

ଓଧ
ଉଦେମ୍
ଓଧ ମାଛ ଖାଏ ।
ଉଦେମେ୍ ହାକୁଇଃ ଜମା ।

ଓଧ
ଉଦାମ
ଓଧ ମାଛ ଖାଏ ।
ଉଦାମ୍ ହାକୁକଃ ଜମା ।

ଓଲକୋବି
ଡ଼ାମ୍ଫୁକୁବି /ଡ଼ମ୍ଫେକୁବି
ଓଲକୋବିର ଦାମ ବେଶି ।
ଡ଼ାମ୍ଫୁକୁବି ଏସୁ ଗନଂଙା ।


logo