logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଯକୃତ
ଟିଣ୍ଟି

ଯତ୍ନ
ଯତନ

ଯନ୍ତ୍ରଣା
ହାସୁ
ଲୋକଟି ଯନ୍ତ୍ରଣା ଭୋଗୁଛି ।
ହୋ ହାସୁଆ କାନା ।

ଯାଆଁଳା
ଯାଓଣାଁ
ଏ ଦୁହେଁ ଯାଆଁଳା ଛୁଆ ।
ନିକିନ୍‍ ଯାଓଣାଁ ହନ୍‍କିନ୍‍ ।

ଯାଆଁଳା ଭାଇ
ଯାଓଣାଁ ହାଗେୟା
ଲବ, କୁଶ ଦୁହେଁ ଯାଆଁଳା ଛୁଆ ।
ଲବ ଅଣ୍ଡଃ କୁଶ ତିକିନ୍‍ଦ ଯାଓଣାଁ ହାଗେୟା ।

ଯାଆଁଳା ହନ୍‍
ଜଳା ହନ୍

ଯାଉଛି
ସେନଅ
ଗାଡ଼ି ଯାଉଛି ।
ଗାଳି ସେନଃଅତାନା ।

ଯାହା କିଛି
ଯାହା ଇମିୟେଂ

ଯାହା କିଛି ହେଉ
ଯାହା ଇମିୟାଂରେଓ

ଯାହା ହେଉ
ଯା'ରେୟ
ଯାହା ହେଉ ଆଜି ତମେ ଆସିଛ ।
ଯା'ରେୟ ତିସିଂ ଆବେନ ହୁଜୁଃଏ କାନା ।


logo