logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଦଉଡ଼ି
ବାୟାର୍‍
ଦଉଡ଼ିରେ ବାନ୍ଧିବା ।
ବାୟାରତେବୁ ତଲେୟା ।

ଦଉଡ଼ିଟଣା
ବାୟାର ଅର୍‍
ଦଉଡ଼ିଟଣା ଖେଳ ଚାଲିଛି ।
ବାୟାର ଅର୍‍ ଇନୁଂ ଚାଲୁଆକାନା ।

ଦକ୍ଷିଣ
ବଃଅ କାନ୍ଦୁଆ

ଦକ୍ଷିଣ
କଞ୍‌ଜେ/କାନ୍ଦୁଆ

ଦଣ୍ଡ
ଦାଣ୍ଡେ
ଦଣ୍ଡ ପାଇବ ।
ଦାଣ୍ଡେମ୍‍ ନାମେୟାଁ ।

ଦଣ୍ଡିକିରି ମାଛ
ଦାଣ୍ଡିକା ହାକୁ
ଦଣ୍ଡିକିରି ମାଛ ପାଣିରେ ଖେଳୁଛି ।
ଦାଣ୍ଡିକା ହାକୁ ଦାଃଆରେଃ ଇନୁଂ ତାନ ।

ଦଦେଇ
କାକା
ଦଦେଇ ଘରକୁ ଆସିଲେ ।
କାକା ଅଆଃତେ ହୁଜୁଃୟାନା ।

ଦନ୍ତାହାତୀ
ଦାଟାଆନ୍‍ହାତୀ
ଦନ୍ତାହାତୀ ଆସୁଛି ।
ଦାଟାଆନ୍‍ ହାତୀ ହୁଜୁଃ ତାନା ।

ଦନ୍ତାହାତୀ
ଦାଟା ନ ହାତୀ
ଦନ୍ତାହାତୀ ଶସ୍ୟ ଖାଇଗଲା ।
ଦାଟା'ନ୍ ହାତୀ ବୁଦା ଡ଼େଃଜମ୍ କିଡ଼ା ।

ଦରଜି
ଗା'ଗାରିଃ
ଦରଜି ଲୁଗା ସିଲେଇ କରୁଛନ୍ତି ।
ଗା'ଗାରିଃ ଲିଜେଃ ସିଲାଇ ତାନା ।


logo