logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗଅପଅର ଦିନ
ହଲାତେର

ଗଇଁତି
ଗାଏଁତା
ଗଇଁତିରେ ମାଟି ତାଡ ।
ଗାଏଁତାତେ ହାସା ତା ଳିମେ ।

ଗଇଁତି
ଗାଁଏତା
ଗଇଁତିରେ ମାଟି ତାଡ଼ ।
ଗାଏଁତାତେ ହାସାମାଃ ଏମ୍ ।

ଗଉଡ଼
ଗାଉ
ଗଉଡୁଣୀ କ୍ଷୀର ଦୁହୁଁଛନ୍ତି ।
ଗାଉଏରା ତୱାଃ ତାଉଇଃତେନେ ।

ଗଉଡୁଣୀ ପୋକ
ବାକୁଡ୍‍ଚିଦୁ
ଗଉଡୁଣୀ ପୋକ ଯାଉଅଛି ।
ବାକୁଡ଼ ଚିଦୁ ବାକୁଡ୍‍ ବାକୁଡ୍‍ ଇଡେନ୍‍ତାନା ।

ଗଛ
ଦାରୁ
ଗଛ ଲଗାଅ ।
ଦାରୁ ରଆଏମ୍‍ ।

ଗଛର ଓହଳ
ଦାରୁଜର/ଜରଏ
ଗଛର ଓହଳ ଛିଣ୍ଡି ଯାଉଛି ।
ଦାରୁଜର/ଜରଏ ସିଡଃ ତାନା ।

ଗଛର ଚେର
ଦାରୁ ରେୟାଃରେ ଏଡ଼
ଗଛର ଚେର ଅଛି ।
ଦାରୁରେ ୟାଃରେଏଡ୍‍ ମିନାଃ ।

ଗଛର ଛେଲୀ
ଦାରୁରେୟାଃ ଚକାଃ/ଦାରୁବାକାଲାଃ/ଦାରୁହାରତାଃ
ଗଛର ଛେଲୀ ବହୁତ ମୋଟା ।
ଦାରୁହାର୍‍ତାଃ/ଚକାଃ/ଏସୁ ଇବିଲା ।

ଗଛର ଶାଖା
ଦାରୁରେ ୟାଃକତ
ଗଛର ଶାଖା ବହୁତ ।
ଦାରୁରେୟାଃ କତ ଏସୁ ପୁରେଃ ।


logo