logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଛଅ
ତୁର୍‍

ଛଚିନ୍ଦ୍ରା
ଚୁନ୍ଦି
ଛଚିନ୍ଦ୍ରା ଗୋଟିଏ ମୂଷା ଅଟେ ।
ଚୁନ୍ଦି ମିଏଡ୍ କାଟେଆ ତାନାଃ ।

ଛଞ୍ଚାଣ
ରିଚି
ଛଞ୍ଚାଣ କଞ୍ଚା ମାଂସ ଖାଏ ।
ରିଚି ବେରେଲ୍‍ ଜିଲୁ ଜମା ।

ଛଞ୍ଚାଣ
କୁଇଡ୍
ଛଞ୍ଚାଣ ଗଛର ବଡ଼ ଡାଳରେ ବସିଛି ।
କୁଇଡ଼ ଦାରୁରାଃ ମାରାଂ କତରେଃ ଦୁବାକାନା ।

ଛଡ଼ା
ପେଟାଁ/ପେଟାଣା
ପଡିଆରେ ଛଡ଼ା ଚରୁଛି ।
ପେଟାଁ ଉରିଃ ଗଳାରେ ଆତିଂ ତେନେ ।

ଛତା
ଚାତମ
ବର୍ଷାଦିନେ ଛତା ଆବଶ୍ୟକ ହୁଏ ।
ଗାମାଦିନ୍‍ ଚାତମ୍‍ ଏସୁ ଦରକାର୍‍ ।

ଛତା
ଚାତମ୍‍
ବର୍ଷାରେ ଛତା ନିଅ ।
ଗାମାରେ ଚାତ ମେନମେ ।

ଛତା
ଚାତମ
ବର୍ଷାଦିନରେ ଛତା ଧର ।
ଗାମା ଦିନ୍‌ରେ ଚାତମ ସାବେମ୍ ।

ଛତୁ
ରଡ୍‍
ବର୍ଷା ଦିନେ ଛତୁ ଫୁଟେ ।
ଗାମାଦିନ୍‍ ଉଡ଼ ଅମନଃୱା ।

ଛତୁ
ଉଡ୍‍
କୁଟା ଛତୁ ଆଣ ।
ବୁସୁଃ ଉଡ୍ ଆଗୁଇମେ ।


logo