logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତଉଲିଆ
ତଅଲିୟା/ତୁଲିଃଏ/କାର୍ସିଲିଜାଃ
ତଉଲିଆ ପିନ୍ଧିବ ।
ତୁଲିଃଏ ଲିଜେଃ ବୁ ତଲେୟା ।

ତକିଆ
ତୁକିଆ
ତକିଆ ଉପରେ ମୁଣ୍ଡ କରାଯାଏ ।
ତୁକିଆରେ ବଅଃ ଏମଃଆ ।

ତଡିବା
ହାର୍‍ନିର୍‍
ତାକୁ ତଡି ଦିଅ ।
ଆଏଃ ହାର୍‍ନିର୍‍ ଇମେ ।

ତଣ୍ଟି
ଉଡ୍‌ଟୱାଃ

ତତେ
ଆବେନ୍
ତତେ ମୋ ରାଣ ।
ଆବେନ୍ କେ ଆଞ୍ଜାଃ ବାଡ୍‍ ।

ତଥାପି
ଏନରେୟ
ମନାକଲି ତଥାପି ସେ ଆସିଲେ ।
ମାନାକିଃୟେଞ୍ଜ ଏନରେୟ ଆଏଃ କାଏଃ ମାନାୟାନ୍ତେଃ ହୁଜୁଃୟାନା ।

ତଥାସ୍ତୁ
ହବାୱଚା/ଏୟାମାର୍‍
କାର୍ଯ୍ୟରେ ଲୋକେ ତଥାସ୍ତୁ କହିଲେ ।
ପାଇଟି ହୋବାୱଃକା ମେନ୍ତେ ହୋକ କାଜିକିଡ଼ା ।

ତନ୍ତୀ
ପେଆଁଏ/ପେଣେ
ତନ୍ତି ଲୁଗା ବୁଣେ ।
ପେଆଁଏ ଲିଜେଃ ତେଂଞ୍ଜେୟାଁ ।

ତପସ୍ୟା
ସାଦନା
ଋଷି ତପସ୍ୟା କରୁଛି ।
ଜୁଗି ସାଦାନା ତାନାଃ ।

ତମ୍ପ
ପାଣ୍ଡୁନାଗୁ
ତମ୍ପ ସାପ ବଡ ବିଷଧର ।
ପାଣ୍ଡୁନାଗୁ ଏସୁ ବିଇଶି ମିନାଃ ।


logo