logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ହଂସ ଛୁଆ
କଳହନ୍‍
ହଂସ ଛୁଆକୁ କୁକୁର ବୋହିଲା ।
କଳହନ ସେତା ଗଃ କିଃଏ ।

ହଜାର
ଚାଣ୍ଡଲ୍‍

ହନୁ
ସାରାଃ
ହନୁମାଙ୍କଡ଼ର ମୁହଁ କଳା ।
ସାରାଃମଚଂ ହେନ୍ଦେୟା ।

ହନୁ ମାଙ୍କଡ଼
ସାରାଃ
ହନୁମାଙ୍କଡ଼ କାଙ୍କଡ଼ ଖାଉଛି ।
ସାରାଃ ଅଚେନେଃ ଜମ୍ ତାନା ।

ହରଡ଼
ରେୟାଳି
ହରଡ଼ ଡାଲି ।
ରେୟାଳି ଡ଼ାଆଲି ।

ହରଡ଼
ରିଆଳି
ହରଡ଼ ଡାଲି ଖାଅ ।
ରିଆଳି ଡ଼ାଆଲି ଜମେମ୍ ।

ହରିଣ ଛୁଆ
ସିଲିବ୍‌ହନ୍
ହରିଣ ଛୁଆ ମାଆକୁ ଭୁଲିଗଲା ।
ସିଲିବ୍‌ହନ୍ ଏଙ୍ଗାଃ ଆଡ୍‌କିଃଏ ।

ହଳଦିଆ
ସାସାଂତେୟା
ଭାଉଜ ହଳଦିଆ ଶାଢ଼ୀ ପିନ୍ଧିଛନ୍ତି ।
ହିଲି ସାଂସାଂଶାଳିଇ ତଲାକାଡ଼ା।

ହଳଦିଆ
ସାସାଂ

ହଳଦିଆ
ସାସାଂ
ହଳଦିଆ ରଙ୍ଗର କଦଳୀ ।
କାଦାଲ୍ ମାତା ସାସାଂଙା ।


logo