logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଡଙ୍କା,ଅକ
ଲୁଣ୍ଡି
ଡଙ୍କାରେ ଡାଲି ବାଢ ।
ଲୁଃଣ୍ଡିତେ ଡାଲି ବୁରେଃଏମ୍‍ ।

ଡଙ୍ଗା
ଦାଳାକା /ଡଙ୍କା
ଡଙ୍ଗା ନଈ ପାଣିରେ ଚାଲେ ।
ଡଙ୍ଗା ଗାଳା ଦାଃରେ ସେନଃଆ ।

ଡରିଲା
ବରକେଡ଼ା
ରାତିରେ ଡରିଲା ।
ନିଦେ ବର କେଡା ।

ଡାଁସ
ମୁର୍‍ମୁଣିଃ
ଡାଁସ,ମଷା ବଢୁଛନ୍ତି ।
ମୁର୍‍ମୁଣିଃ କ ସାଙ୍ଗିୟଃ ତାନା ।

ଡାଆଁଶ
ପିଚୁ
ଧୂଆଁ ଡାଆଁଶ ତଡି ଦିଏ ।
ମଃଅଏଁରେ ପିଚୁକ ନିରେ ।

ଡାକରା
ଇୟୁ ୟାଃ/କେୟା ୟାଃ କେନେୟା ।

ଡାମରା କାଉ
ବୁରୁକାଆଃ
ଡାମରା କାଉ ଉଡ଼ିଗଲା ।
ବୁରୁକା'ଆଃ ଆପିରେ ୟାନା ।

ଡାମାରା କାଉ
ବୁରୁ କାଆଃ
ଡାମାରା କାଉ ଗଛରେ ବସିଛି ।
ବୁରୁ କାଆଃ ଦାରୁରେଃ ଦୁବେ କେନେ ।

ଡାଲା
ଡ଼ାଉଲାଃ
ଡାଳାରେ ଘାସ ଆଣ ।
ଡ଼ାଉଲାଃରେ ଦୁମ୍ବୁ ଆଗୁଇମ୍‍ ।

ଡାଳଚିନି
ନଗଡ ପାନ
ଡାଲ୍‍ଚିନି ଛେଲି ଆଣ ।
ନଗଡ ପାନ ଚ୍‍କାଃ ଆରଇମେ ।


logo