logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଏ ପର୍ଯ୍ୟନ୍ତ
ନାଃ ସାନ୍ତେ
ଏ ପର୍ଯ୍ୟନ୍ତ ସେ ଆସିଲେ ନାହିଁ ।
ନାଃ ସାନ୍ତେ ଆଃଏଃ କାଏଃ ହୁଜୁଃୟାନା ।

ଏଇଟା
ନେଃଏ୍‌ନା
ଏଇଟା ଅଁଳା କୋଳି ।
ନେଃ ଏନା ମେରେଲ୍ ଜୋ ।

ଏକ
ମୟାଡ଼୍

ଏକ କୋଟି
ଡୁମାଂ

ଏକ ପାଖରୁ ଅନ୍ୟ ପାଖକୁ
ମିଡ୍‍କୁଟି'ତେ ଅଣ୍ଡଃ ମିଡ୍‌କୁଟି
ଲୋକଟି ଏକ ପାଖରୁ ଅନ୍ୟ ପାଖକୁ ଗଲା ।
ମିଡ୍‍ ହୋ 'ମିଡ୍‍ କୁଟିତେ ଅଣ୍ଡଃ ମିଡ୍‌କୁଟିତେଃ ସେନଃ ୟାନା ।

ଏକ ମୁହାଁ
ମିଡ୍‌ମୁଲି
ଶୃଗାଳ ଏକ ମୁହାଁ ହୋଇ ଦୌଡ଼ିଲା ।
ବୁଣ୍ଡେ ତୟୁ ମିଡସୁଲିତେଃ ନିର୍‍ମୁଲିୟାନା ।

ଏକଲା
ଏସ୍‍କାର
ସେ ଏକଲା ଗଲା ।
ଆଏଃ ଏସ୍‌କାର ଗେ ସେନୟାନା ।

ଏକାଗ୍ର
ମିଏଡ୍‍ ଉଳୁଃ
ଏକାଗ୍ର ହୋଇ ଧ୍ୟାନ କର ।
ମିଏଡ୍‍ ଉଳୁଃତେ ଇୟାମେମ୍‍ ।

ଏକାଦଶୀ
ବଇଟାତାରା
ମାସର ଏଗାର ଦିନକୁ ଏକାଦଶୀ ।
ବଇଟାତାରା ମୁଲୁଃଇତେ ଗେଲମିଡ୍‌ମା ଦିନ କ ମେତାଃ ।

ଏକୋଇସି
ହିସିମିଡ୍‍


logo