logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଘଡଘଡି
ରିମିଲ୍‍ ସାଳି/ଟେର୍‍/ଗାଳାଗୁଳୁ
ଘଡଘଡି ମାରୁଛି ।
ଗାଳାଗୁଳୁଇତେନେ ।

ଘନ ନୀଳ
ହେନ୍ଦେ ଲିଲ୍

ଘର
ଉସେମ
ଆମ ଘର ।
ଆଲେ ଉସେମ ।

ଘର
ଅୱାଃ
ଘର ଗୋଟିଏ ମନ୍ଦିର ।
ଅୱାଃ ମିଏଡ୍ ମଣ୍ଡକ ।

ଘର ଚଟାଣ
ଚାଟାନ୍‍
ଘରେ ଚଟାଣ ସଫା କରିବା ।
ଅହାଃ ଚାଟାନ୍‍ ସାଫାୟାବୁ ।

ଘର ଚଟିଆ
ଡ଼େଡ଼େମ
ଘର ଚଟିଆ ଘରେ ବସା କରେ ।
ଡ଼େଡ଼େମ୍ ଅୱାଃରେଃ ଲୁ'ଗାଃ ।

ଘର ଚଟିଆ
ଡେଡେମ୍‍
ଘର ଚଟିଆ ରାବୁଛି ।
ଡ଼େଡ଼େମ ଅୟ୍ ରାଃ ତାନା ।

ଘର ପାଖ
ଅୱାଃଜାପାଃ
ଘର ପାଖରେ ଡାକଘର ଅଛି ।
ଦଳାଃତାଆଃରେ ଡ଼ାଆକ ଅଳାଃ ମେନାଃ ।

ଘର ଭିତରେ ଖେଳ
ଅୱାଃ ରେୟାଃ ଇନୁଂ
ବାଘ ଛେଳି ଘର ଭିତର ଖେଳ ।
କୁଲା ମେରେମ ଇନୁଂ ଅୱାଃ ବିତେର ରେୟାଃ ଇନୁଂ ।

ଘରଜ୍ୱାଇଁ
ଆରା ଆଦେର୍


logo