logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଢମଣା
ଜାମ୍ବୁ
ଢମଣା ପଳାଇଲା ।
ଜାମ୍ବୁ ନିର୍‍ଯାନା ।

ଢମଣା
ଜାମ୍ବୁଉ
ଢମଣା ଗାତରେ ରହେ ।
ଜାମ୍ବୁଉ ଉଣ୍ଡୁରେଃ ତାଇନା ।

ଢାଙ୍କୁଣି
ଦାନାପାଳ/ଦାନାଲବ୍‍
ଢାଙ୍କୁଣିରେ ଢାଙ୍କିଦିଅ ।
ଦାନାପାଲ୍‍‌ତେ ଦାଲ୍‍ବ ତାଆମେ ।

ଢାଲ
ଟାଟାଃ
ଢାଲଦ୍ୱାରା ନିଜକୁ ବଞ୍ଚାଇଲା ।
ଟାଟାଃତେ ଆଏଃ ହାରଦୁଃ ଜାନା ।

ଢାଳ
ମୁତା
ଢାଳରେ ପାଣି ଦିଅ ।
ମୁତାତେ ଦାଃ ଆଗୁଇମେ ।

ଢିପ
ଢ଼ିପ
ଜମ୍ପୁ ଦ୍ୱୀପ ।
ଜାମ୍ପୁଉ ଡିପେ ।

ଢିପ
ଦୁମଚୁଡ/ଡିଃପା
ନଈ ମଝିରେ ଏକ ଢିପ ଅଛି ।
ଗାଳା ତାଲରେ ମିଏଡ୍ ଦୁମ୍‌ଚୁଡ୍ ମେନାଃ ।

ଢୋଲ
ଡୁଲକି
ଢୋଲ ବାଜେ ଡୁଲ୍‍ ଡୁଲ୍‍ ।
ଡୁଲ୍‌କି ଡୁଲ୍ ଡୁଲ୍ ଶାଳିଆଃ ।

ଢୋଲକି
ଡୁଲକି
ଢୋଲକି ବଜାଓ ।
ଡୁଲ୍‌କି ରୁଇ ପେ ।


logo