logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଫଗୁଣ
ସେନ୍ଦେରା
ଫଗୁଣ ମାସରେ ଆମ୍ବ ଫଳେ ।
ସେନ୍ଦେରା ଚାଣ୍ଡୁଃରେ ଉଲି ଜଆଃ ।

ଫଣା
ସା'
ସାପ ଫଣା ଟେକିଛି ।
ବିଂସା' କାଡ଼ା ।

ଫଳ
ଜଅ
ଗଛରେ ଫଳ ଅଛି ।
ଦାରୁରେ ଜଅୱାଃ କାନା ।

ଫଳ
ଜଅ,କ
ଫଳ ଖାଅ ।
ଜଅ ଜମେମ୍‍ ।

ଫଳ
ଜଅ
ଫଳ ଗୁଡ଼ିକ ଖାଇବା ପାଇଁ ଭଲ ଲାଗେ ।
ଜଅକ ଜମ୍‍ ଲାଗେଡ୍ ବୁଗିନ ।

ଫସଲ
କିର୍‍ସି
ବିଲରେ ଫସଲ ହୋଇଛି ।
ବେଳାରେ କିର୍‍ସି ହବାଆ କାନା ।

ଫସଲ
ବୁଦାଡ୍‍
ଫସଲ ବଢ଼ିଆ ହେଇଛି ।
ବୁଦାଡ୍‍ ବାଣିଆ କାନା ।

ଫାଟକ
ଆଂକା-ଦୁଏର୍‍
ଫାଟକ ଦେଇ ପସନ୍ତୁ ।
ଆଂକା ଦୁଏର୍‍ ହରା ବଲମେ ।

ଫାଟିଗଲା
ଟୁଲ୍‍କାୱ/ଚାଟା
ହାଣ୍ଡି ଫାଟିଗଲା
ଚାଟୁ ଟୁଲକାୱ ୟାନା ।

ଫାଣ୍ଡି
ତାନା
ଲୋକଙ୍କୁ ମାରିଲେ ଫାଣ୍ଡିକୁ ନିଅନ୍ତି ।
ହୋକ ଗଃଏ କରେ ତାନା ଦୁଏର୍‍ କ ଇ ଦିକଆ ।


logo