logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ନଅ
ରେୟା

ନଈ
ଲଅର
ନଈ ପାଣି ନଈ କି ଯାଏ ।
ଲଅର ଦାଃ ଲଅର ତେ ସେନଃଆ ।

ନଈ
ଗାଳା
ବର୍ଷାଦିନରେ ନଈ ବଢ଼ି ହୁଏ ।
ଜାର୍ଗିଦାଃ ଗାଳା ବାଆନଃଆ ।

ନଈ
ଗାଳା
ନଈରେ ମାଛ ଥାଆନ୍ତି ।
ଗାଳାରେ ହାକୁ ତାଇନା ।

ନଈବନ୍ଧ
ବାନ୍ଦା
ଆଜିକାଲି ନଈ ବାନ୍ଧିଲେ ।
ତିସିଂ ଗାପା ଏସୁ ବାନ୍ଦାକ ତଲ କେଡ଼ା ।

ନକ୍ଷତ୍ର
ଇପିଲ୍‍
ଆକାଶରେ ନକ୍ଷତ୍ର ଦେଖାଯାଏ ।
ରିମିଲ୍‍ରେ ଇପିଲ୍‍କ ନେଲଃୱ ।

ନଖ
ସାର୍‍ସାର୍‍
ନଖ କାଟ ।
ସାର୍‍ ସାର୍‍ ଗେଡ଼େନ୍‌ମେ ।

ନଖ
ସାରସାର

ନଖ
ସାରସାର
ପିଲାମାନେ ନଖ କାଟ ।
ହନକ ସାର୍‍ ସାର ଗେଡେନ ପେ ।

ନଗଦ
ରକା
ନଗଦ ଟଙ୍କା ଦିଅ ।
ରକାଗେ ଟାକା ଏମେମେ ।


logo