logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଧଡ଼ି
ରାଙ୍ଗା
ଶାଢିର ଧଡ଼ି ନାହିଁ ।
ଶାଳିରେ ରାଙ୍ଗା ବାନଃଆ ।

ଧଣ୍ଡ
ଡୁଣ୍ଡୁ/ଦୁଣ୍ଡୁ
ଧଣ୍ଡ ସାପ ଅଛି ।
ଡୁଣ୍ଡୁ/ଦୁଣ୍ଡୁ ବିଂ ମିନାଃଇୟେ ।

ଧଣ୍ଡ
ଦୁଣ୍ଡୁ
ଧଣ୍ଡ ପାଣିରେ ପହଁରୁଛି ।
ଦୁଣ୍ଡୁ ଦାଆଃରେଃ ଅୟାରେନ୍ ତାନା ।

ଧନାଗାର
ମୁରୁଇ
ଧନାଗାର ଉଇ ଲାଗିଲେ ।
ମୁରୁଇ ଅଳାଃରେ ନିଦିର୍‍ କେଡ଼ା ।

ଧନିଆଁ
ସଆନ୍‍ଆଆଃ
ଧନିଆଁ ସବାସନା ଦିଏ ।
ସୁଆନ୍‍ ଆଆଃ ବୁଗିନସ ଆନେଃ ଏମେୟା ।

ଧନୀ
ମୁଣ୍ଡା/ନାଇକି
ଧନୀ ଲୋକ
ମୁଣ୍ଡେ ହୋ ।

ଧନୀ
ମୁଣ୍ଡେ
ଧନୀ ଧନ ଦିଏ ।
ମୁଣ୍ଡେ ବିତିଃ ଏମେୟା ।

ଧନୁ
ଆଃ
ଧନୁ ଧରନାହିଁ ।
ଆଃ ଆଲମ୍‍ ସା' ବା ।

ଧନୁର୍ଦ୍ଧର
ଆଃ ସାର୍ ସାବନି/ଆଃ ସାବ୍‍ନିଃ
ଧନୁର୍ଦ୍ଧର ହୁଅ ।
ଆଃ ସାର୍‍/ଆଃ, ସା'ବ୍‍ନିଃ ବାଇୟଃମେ ।

ଧନୁଶର
ସାର୍‍ଆଃସାର୍‍
ଧନୁଶର ଧରି ବଣକୁ ଯାଉଛି ।
ସାର ଆଃସାର ସାବକେଡ୍‌ତେ ବିର ହନର ସେନଅଃ ତାନା ।


logo