logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଝଡ଼
ହୟଗାମା
ଝଡରେ ଘର ଭାଙ୍ଗିଲା ।
ହୟଗାମାରେ ୱାଅଃ ରାପୁଡ଼ିୟାନା ।

ଝଡ଼ିପୋକ
ବୁର୍‌ଦୁଡ୍
ଝଡ଼ିପୋକ ଉଡ଼ୁଛି ।
ବୁର୍‌ଦୁଡ୍ ଆପିରେନ୍‍ ତାନା ।

ଝଡ଼ିପୋକ
ବୁରଦୁଡ୍
ଝଡ଼ିପୋକ ହୁଙ୍କାରୁ ଉଡୁଛି ।
ଟୁପୁଙ୍ ବୁନୁମେ'ତେଃ ଆପିରେନ୍ ତାନା ।

ଝଡିପୋକ
ଟୁପୁଙ୍‍
ଝଡିପୋକ ମଲା ।
ଟୁପୁଙ୍ ଗଏଃ ଜାନା ।

ଝରଣା
ଜରନ୍‍
ଝରଣା ବୋହି ଯାଉଛି ।
ଜରନ୍‍ ହାଳି ତାନା ।

ଝରିଲା
ଇୟୁଃତାନା/ଜରତାନା
ମେଘର ବର୍ଷାପାଣି ଝରିଲା ।
ଗାମାଏ ରିମିଲ ତେ ଗାମାଦାଃ ଜରତାନା ।

ଝଲମଲ
ଆରସି ଲେକା ସାପା ଦାଃ

ଝାଉଁ ଗଛ
ହୁଇଦାରୁ
ଝାଉଁ ଗଛ ଲଗାଅ ।
ହୁଇଦାରୁ ରଆଏମ୍‍ ।

ଝାଉଁଳି
ଗସ
ଝାଉଁଳା ରୋଗ ।
ଗସ ହାସିଡ୍ ରଗା ।

ଝାଟିମାଟି
ହାସାକାଁତ
ଝାଟିମାଟିର ଘର ।
ହାସା କାଁତ ଅଳାଃ ।


logo