logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖଇ
ବାବାଆତା
ଖଇ ପୂଜା କାମରେ ଲାଗେ ।
ବାବା ଆତା ବଙ୍ଗା ପାଈଟିରେ ଆଗୁଉ ଏଃ ।

ଖଇଁଚି
କୁମ୍ବାଡ
ଖଇଁଚିରେ ମାଛ ଧରାଯାଏ ।
କମ୍ବାଡ଼ତେ ହାଇକବୁ କୁମ୍ବାଡ୍‌କଆ ।

ଖଜୁରୀ
କିଜୁର୍
ଖଜୁରୀ ଗଛରେ ବହୁତ କଣ୍ଟା
କିଜୁର୍ ଦାରୁ ଏସୁ ଜାନୁମାନା ।

ଖଜୁରୀ ଗଛ
କିଜୁରୀ ଦାରୁ
ଖଜୁରୀ ଗଛ ଲଗାଅ ।
କୁଜୁରୀ ଦାରୁ ରଆଏମ୍ ।

ଖଞ୍ଜିବା
ତୁକେମ୍‍
ସୁତାକୁ ଖଞ୍ଜ ।
ସିଡ୍‍ ସୂତେମ୍‌କେ ତୁକେମେମ୍‍ ।

ଖଟ
ପାରକମ୍‍
ଖଟରେ ଶୋଇବା ।
ପାର‍କମ୍‌ରେବୁ ଗିତିଃଇଏ ।

ଖଟ
କାର୍‍କାମ୍ /ପାର୍‌କମ୍
ଖଟରେ ବସ
ପାରକମ୍‍ରେ ଦୁବମେ ।

ଖଟ
ପାରକମ୍‍
ଆଦିବାସୀ ମାନେ ଖଟ ତିଆରି କରନ୍ତି ।
ଆଦିବାସୀକ ପାରକମ୍‍କ ବାଇୟା ।

ଖଟ
ପାର୍କମ୍
ବୋବେଇ ଦୌଡ଼ି ଖଟ ।
ବାଡ଼ଚମ ବାୟାର ପାର୍କମ ।

ଖଟ
ପାରକମ୍‍
ଖଟ ଓଡଷ ।
ପାରକମ୍‍ ମାଜି ।


logo