logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପଂଜରା
ପାଞ୍ଜରା
ପଂଜରା ହାଡ଼ ଭାଙ୍ଗିଗଲା ।
ପାଞ୍ଜରା ଜାଂ ରାପୁଡ୍‍ୟାନା ।

ପଂଝା
ସାୟେ ଯାଂ
ପଞ୍ଜରା ହାଡ଼ ଭାଙ୍ଗିଲା ।
ସାୟେ ଯାଂ ରାପୁଡ଼କେନେ ।

ପଇତା
ପଏତା
ବାଙ୍କା ବୁଢ଼ା ପଇତା ପିନ୍ଧିଛି ।
ବାଙ୍କା ବୁଳେ ପଏତା କାନ୍ ।

ପକ୍ଷ
ତେର ତାରା

ପକ୍ଷୀ
ଚେଣେ
ପକ୍ଷୀ ଉଡୁଛି ।
ଚେଣେ ଆପିରେନ୍ ତାନା ।

ପକ୍ଷୀ
ଚେଣେ

ପକ୍ଷୀବସା
ଚେଣେବାସା
ପକ୍ଷୀବସା ଗଛରେ ଅଛି ।
ଚେଣେ ବାସା ଦାରୁରେ ମେନାଃଆ ।

ପଖାଳ
ଦାଃ ମାଣ୍ଡି
ପଖାଳଭାତ ଶାଗ ତରକାରୀ ।
ଦାଃ ମାଣ୍ଡି ଆଃଆ ଉତୁ ।

ପଗଡ଼ି
ବେନ୍‍ଟା
ମୁଣ୍ଡରେ ପଗଡ଼ି ।
ବଃଅରେ ବେନ୍‍ଟା ।

ପଗଡ଼ି
ବେଣ୍ଟା
ପଗଡ଼ି ପିନ୍ଧ ।
ବେଣ୍ଟାନ ମେ।


logo