logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଉଇ
ନିନ୍ଦିର
ଉଇ ହୁଙ୍କାରେ ରହେ ।
ନିଦିର୍ ବୁନୁମ୍‌ରେଃ ତାଇନା ।

ଉଇ
ନିନ୍ଦିର୍
ଉଇ ହୁଙ୍କାରେ ରହେ ।
ନିନ୍ଦିର୍ ବୁନୁରେଃ ତାଇନା ।

ଉଇ
ନିଦିର
ଉଇ କାଠ କାଟେ ।
ନିଦିର୍ ଦାରୁଇ ଜମା ।

ଉଇଁଚ
ମେର୍ଲେଃଏ
ଉଇଁଚ କୋଳି ଖାଅ ।
ମେର୍ଲେଃଏ୍ ଜୋ ଜମେମ୍ ।

ଉକୁଣୀ
ସିକୁ
ମୁଣ୍ଡରେ ଉକୁଣୀ ଅଛି ।
ବଅଃରେ ସିକୁ ମିନାଃ କଆ ।

ଉଚିତ
ଗରଜ
ଖାଇବା ଉଚିତ ।
ଜମେ ଗରଜା ।

ଉଚ୍ଚରେ
ଚିତାନ୍‌ରେ
ଚଢ଼େଇଟି ଉଚ୍ଚରେ ଉଡୁଅଛି ।
ଚେଣେ ନେତାନ୍‍ ରେଃ ଆପିରେନ୍‍ ତାନା ।

ଉଣା ଅଧିକ
ଲାଆଃ ଦୁଉ୍ଃ
ଭାଗ ବଣ୍ଟାରେ ଉଣା ଅଧିକ କରନାହିଁ ।
ହାଟିଂ ହାପାଟୀଂରେ ଆଲପେ ଲାଆଃ ଦୁଉଃୟା ।

ଉଣେଇସି
ଗେଲ୍‌ରେୟା

ଉତ୍ତର
କାଟା ଚାମ୍ବାରା


logo