logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଆଈ
ନାନା
ଆଈ ବୁଢୀର ଗପ ଶୁଣୁଶୁଣୁ ନିଦ ଆସିଲା ।
ନାନାଃ କାହାନୀ ଆୟୁମ୍‍ ଆୟୁମ୍‌ତେ ଦୁଉମ୍‍ ହଜୁଃଏନେ ।

ଆଈ
ଜିୟେଂ

ଆଈଶାଶୁ
ଜିଆଞ୍ଜହାନାର
ଶାଶୁମା'ର ବହୁକୁ ଆଈଶାଶୁ କହନ୍ତି ।
ଏଙ୍ଗା ହନାରାଃଆ ଏଙ୍ଗାତେ ଦ ଜିଆଂ ହାନାରକ ମିତାଇୟା ।

ଆକାଶ
ରିମିଲ୍‍
ଆକାଶର ରଂଗ ନୀଳ ଅଟେ ।
ରିମିଲ୍‍ ରେଆଃ ରଂଙ୍ଗ ନିଲ୍‌ଗେୟା।

ଆଖଡ଼ା
ଆକାଳା
ଆଖଡ଼ା କଡ଼ ।
ଆକାଳା କୁଟି ।

ଆଖପାଖ
ଏନଜାପାଃ /ନେନ୍ଦାରଂ
ଆଖପାଖ ଗାଁ ।
ଏନ ଜାପାଃ ହାତୁ ।

ଆଖି
ମେଡ୍‍
ଆଖିବିନା ଜୀବମାନେ ଦେଖି ପାରନ୍ତି ନାହିଁ ।
ମେଡ୍‍ କା'ରେ, ଜୀଉ କ କାକ ନେଲ୍‍ନାମ ଦାଇୟେଃ ।

ଆଖି
ମେଡ୍

ଆଖି କୋରଡ଼
ମେଡ଼ଦଳା/ମେଡ଼ ଉଣ୍ଡୁ

ଆଖି ଡୋଳା
ମେଡ୍‌ରାଜା


logo