logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବଂଶୀ
ରୁତୁ
ବଂଶି ବଜାଅ ।
ରୁତୁ ଅରଂଙ୍ଗେମ୍ ।

ବଇଦ
ରେରେ ଏଡ଼ିଃ
ବଇଦ ବୁଢ଼ା ।
ରେରେ ଏଡ଼ିଃ ବୁଳେ ।

ବଇଦ
ରେଏଡିଃ
ଦେୱାଁତୁରି ହେଉଛନ୍ତି ପ୍ରଥମ ବଇଦ ।
ଦେୱାଁ ତୁରିଗେ ମାଆଂ ରେଏଡିଃ ।

ବଇଦ
ଦେୱାଁ
ବଇଦ ଆସି ଦେଖିଲା ।
ଦେୱାଁ ତାଃ ସେନକେତେ ରେଏଡ୍ ଆଗୁଇମ ।

ବଗ
କଃଅ
ବଗ ଧଳା ଦେଖାଯାଏ ।
କଃଅ ପୁଣ୍ଡିଗେଃ ନେଲଃଆ ।

ବଗ
କଅଃ
ବଗ ବିଲରେ ମାଛ ଖାଉଛି ।
କଅଃ କୁଣ୍ଡିରେ ହାକୁଃ ଜମ୍‍ ତାନା ।

ବଗ
ଜଃଅ୍
ବଗ ମାଛ ଧରୁଛି ।
କଃଅ ହାକୁଇଃ ସାବ୍‌ତାନା ।

ବଗ
କଃଅ
ବଗ ମାଛ ଧରୁଛି ।
କଃଅ ହାକୁଇଃ ସାବତାନା ।

ବଗିଚା
ବାଗାନ୍‍
ବଗିଚାରେ ଫୁଲ ଫୁଟିଛି ।
ବାଗାନ୍‍‌ରେ ବାଆ ପୁଟେୱା କାନା ।

ବଗିଚା
ବାକାଇ
ଫୁଲ ବଗିଚା ।
ବାଆ ବାକାଇ ।


logo