logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଇଗଲ
ରିଚି
ଇଗଲ କୁକୁଡାକୁ ଖାଇଲେ ।
ରିଚି ସିମେଃ ଜମ୍ କିଃୟେ ।

ଇଟା
ଇଟେ
ଇଟା ଛାଞ୍ଚରେ ଗଢାଯାଏ ।
ଇଟେ ଚାଞ୍ଚାରେ ବାଇୱା ।

ଇଟାଘର
ଇଟାଅୱା/ପାକାଅୱା
ଇଟା କାନ୍ଥ ଘର ମଜଭୁତି ଲାଗେ ।
ଇଟାଅୱା ଏସୁ କେଳେ ଆଦାୱା ।

ଇନ୍ଦ୍ରଧନୁ
ରୁଲ୍‍ବିଞ୍ଜଅଂ
ଇନ୍ଦ୍ରଧନୁର ସାତଟି ରଙ୍ଗ ।
ରୁଲ୍‍ବିଞ୍ଜଅଂରେ ଆଇଏ ରଂ ମିନାଃ ।

ଇସ୍ତ୍ରୀ
ଇସକିର
ଲୁଗା ଇସ୍ତ୍ରୀ ।
ଲିଜାଃ ଇସ୍‌କିର୍ ।


logo