logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅମାର
ମୁରୁଇ
ଅମାରରେ ଧାନ ରଖାଯାଏ ।
ମୁରୁଇରେ ବାବା ଏମଃୱା ।

ଅଳଂଧୁ
ଉଳୁନ୍ଦେ
ପିଲାଟି ଅଳଂଧୁ ସଫାକରୁଛି ।
ହନ୍‍ ଉଳୁନ୍ଦେଃ ସାଫା କେଡା ।

ଅଳିଆ
ଜବରା
ସ୍କୁଲ ଚାରିପଟେ ଅଳିଆ ପଡିଛି ।
ମୁଣ୍ଡ କୁଟି ମୁଲି ଜବରା ଏଳାଃଆ କାନା ।

ଅସ୍ତ୍ରାଗାର
ହାତିଆର୍‍ ଅୱାଃ
ଅସ୍ତ୍ରଗୁଡିକ ଅସ୍ତ୍ରାଗାର ଅଛି ।
ହାତିଆରକ ହାତିଆର୍‍ ଅୱଃରେ ମିନାଃ ।

ଅଖା
ବସ୍‍ତା/ବରା
ଅଖାରେ ଚାଉଳ ଅଛି ।
ବସ୍‍ତାରେ ଚାଉଲି ମେନାଃ ।

ଅଲଣା
ଲିଜାଃ ହାତାର୍‍ ତେୟାଃ/ଲିଜାଃ ହାନାତାର୍‍
ଆଲଣାରେ ଲୁଗାପଟା ଝୁଲା ହୋଇଛି ।
ଲିଜାଃ ହାନାତାର୍‍‌ରେ ଲିଜାଃ ହାକା କାନା ।

ଅଟା
ଅଟା/ଗମ୍‍ ଲୁପୁଃ
ଅଟାରେ ରୋଟି ତିଆରି ହୁଏ ।
ଗ'ମ୍‍ ଲୁପୁଃତେ ରୋଟି/ରିଡ୍‍ଲାଡ୍‍ ବାଇ' ୟେ ।

ଅଣ୍ଡା
ଜାରମ୍‍
ମାଈ କୁକୁଡା ଅଣ୍ଡା ଦେଉଅଛି ।
ସିମ୍‍ ଏଙ୍ଗା ଜାରମ୍‍ ତାନା ।

ଅଣ୍ଡା ଖୋଳପା
ଜାରମ୍‍ ଚକାଃ
ଅଣ୍ଡା ଖୋଳପା ଧଳା ଦେଖାଯାଏ ।
ଜାରମ୍‍ ଚକାଃ ପୁଣ୍ଡିଗେ ନେଲଃୱା ।

ଅକାଣ୍ଡିଆ ଚାଉଳ
ବାଗାଳା ଚାଉଲି
ଅକାଣ୍ଡିଆ ଚାଉଳ ଭାତ ଭାରି ମିଠା ।
ବାଗାଳା ଚାଉଲି ମାଣ୍ଡି ଏସୁ ନଗଡା ।


logo