logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କାକରା
ଚାବୁଃଲାଡ
କାକରା ପିଠା ଭଲଲାଗେ ।
ଚାବୁଃଲାଡ଼ ଜମ ଏସୁ ସାନାଂଆଁ ।

କୁଣ୍ଡା
ଲୁପୁଃ
ଧାନ ପେଶି କୁଣ୍ଡା ବାହାର କରାଯାଏ ।
ବା ବା ରୁଂ କେ'ରେ ଲୁପୁଃ ଅ-ଲ୍ଲାଃ ।

କୋଳଥ
କୁଳୁତି
କୋଳଥକୁ ଡାଲିକରି ଖିଆଯାଏ ।
କୁଳତି ଡାଆଲିକାତେ କଜମେଆ ।

କଖାରୁ
କାକାରୁ
ବାଡିରେ କଖାରୁ ଲଗାଯାଇଛି ।
କାକାରୁ ରୱାକାନା ।

କଦଳୀ
କାଦାଲ୍‍
କଦଳୀ ପୂଜା କାମରେ ଲାଗେ ।
କାଦାଲ ବାଙ୍ଗା ବୁରୁ ପାଇଟିରେ ହଜୁଃଏ ।

କନ୍ଦମୂଳ
ଆଣିସାଙ୍ଗା
କନ୍ଦମୂଳ ମାଟିରେ ଫଳେ ।
ଆଣିସାଙ୍ଗା ହାସାରେ ଦାକାୱା ।

କୋବି
କୁବି
ଅକ୍ଟୋବର ମାସରେ କୋବି ଲଗାଯାଏ ।
କହରା ଚାଣ୍ଡୁଃଉ ରେ କୁବି ରଆଃ ଏତେୟା ବୁଗିନେ ।

କରମଙ୍ଗା
ମର ଏହାତାନାଃ
କରମଙ୍ଗା ଖଟା ଲାଗେ ।
ମରଏଃ ହାତାନାଃ ମରୟାଃ ।

କାକୁଡି
ତାୟାର୍‍
ଖରାଦିନେ କାକୁଡି ଖାଇବାଭଲ ।
ଜେଟେ ସିଙ୍ଗି ତାୟାର୍‍ଜମ୍‍ ବୁଗିନେ ।

କଇଁ
ସାଲୁକେଡ଼୍‌ବାଆ
ପୋଖରୀରେ କଇଁଫୁଲ ଫୁଟିଛି ।
ସାଲୁକେଡ଼୍‌ବାଆ ବାନ୍ଦାରେ ପୁଟା ୱା କାନା ।


logo