logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଣ୍ଟା
ଜାନୁମ୍‍
ପାଦରେ କଣ୍ଟାଲାଗିଗଲା ।
ତାଲ୍‌କାରେ ଜାନୁମ୍‍ ବଲୟାନା ।

କରେଇ
କାରାଇ
କରେଇରେ ତରକାରୀ ରାନ୍ଧ ।
କାରାଇରେ ଉତୁ ଇସିନେମ୍ ।

କଳସ
ତୁମିଂ/କାଳାସା
କଳସରେ ପାଣି ଅଛି ।
ତୁମିଂ/କାଳାସାରେ ଦାଃ ମିନାଃ ।

କବ୍‍ଜା
ଲାଙ୍ଗାବ
କବାଟରେ କବ୍‍ଜା ଲାଗେ ।
ସିଲ୍‍ପିଙ୍‌ରେ ଲାଙ୍ଗାବ ଏମଃ ଆ ।

କଇଁଚି
ରାଚାମ୍‍
କଇଁଚିରେ ଚୁଟି କାଟ ।
ରାଚାମ୍‌ତେ ବାଲେ ରାଚାମେନ୍‌ମେ ।

କଟୁରି
ବାଙ୍କିଏ
କଟୁରି ଆଣିକି ଆସ ।
ବାଙ୍କିଏ ଆଗୁଇମେ ।

କୁରାଢି
ହାକେ
କୁରାଢିରେ ଗଛ କାଟ ।
ହାକେତେ ଦାରୁ ମାଆଃ ଏ ପେ ।

କୋଡି
କୁଡ଼୍‌ଲାମା
କୋଡି ଆଣି,ମାଟିହାଣ ।
କୁଡ୍‍ଲାମା ଆଗୁକାତେ, ହାସା ମାଆଃ ଏମେ ।

କୁଲା
ହାଟାଃ
କୁଲାରେ ଚାଉଳ ପାଛୋଳିବା ।
ହାଟାଃରେ ଚାଊଲି ଗୁମେୟାବୁ ।

ଖୁଦ
କୁଦି
ଚାଉଳର କ୍ଷୁଦ୍ର ଅଂଶକୁ ଖୁଦ କୁହାଯାଏ ।
ଚାଉଲି ସେରଃକ କୁଦିକ ମେତାଃ ।


logo