logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କ'ଣ
ଚିକାନାଃ/ଚିନାଃ
କ'ଣ କରୁଛ ।
ଚିକାନାଃ/ଚିନାଃମ୍‍ ଚିକେତାନା ।

କୌଣସି
ଯେତାନାଃ
କୌଣସି କଥା କୁହନାହିଁ ।
ଯେତାନାଃ କାଜି ଆଲମ୍‍ କାଜି'ୟା ।

କେତେକ
ଚିମିନ୍‍/ଚିମିନାଂ/ଚିମିୟାଂ
କେତେକ ଜିନିଷ ଅଛି ।
ଚିମିନାଂ/ଚିମିୟାଂ/ଚିମିନ୍‍ ଗିନିଷି ମିନାଃ ।

କୁ
କେ/ଗେ
ତାକୁ କୁହ ।
ଆଏକେ/ଗେ କାଜି ୟାଇମେ ।

ଙ୍କର
ୟାଃ/ଆଃ
ଯାହାଙ୍କର ବହୁତ ଅଛି ।
ଯାଇଃଇ ୟାଃ/ଏସୁ ପୁରେଃ ମିନାଃ ।

କିନ୍ତୁ
ମେନ୍‍ଦ/ମେନ୍‌ରେଦ୍
ଅଛି କିନ୍ତୁ ଦେବିନାହିଁ ।
ମିନାଃ, ମେନ୍‍ଦ କାଞ୍ଜ ଏମାମା ।

କିମ୍ବା
ବାନ୍ତେରେ/ବାନ୍‍ ରେଦ
ମାଛ କିମ୍ବା ମାଂସ ଆଣ ।
ହାକୁ,ବାନ୍ତେରେ/ବାନ୍‍ ରେଦ ଜିଲୁ ଆଗୁଇମେ ।

କାଳେ
ଇଦୁତରାଂ
କାଳେ ସେ ଆସିବ କି ।
ଇଦୁତରାଂ ଆଏ ହୁଜୁଃ ଗେ ଚି ।

କାଠସିଡ଼ି
ଦାରୁସିଣି
କାଠ ସିଡ଼ି ଦେଇ ଉପରକୁ ଯାଅ ।
ଦାରୁ ସିଣିତେ, ଚିତାନ୍ତେ ସେନଃ ମେ ।

କାଠ
ସାଆନ୍‍
କାଠରେ ଭାତ ରାନ୍ଧ ।
ସାଆନ୍‍ ତେ ମାଣ୍ଡି ଇସିନେମେ ।


logo