logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କରତ
ସେଗଡ଼
କରତରେ ଗଛ ଚିରାହୁଏ ।
ସେଗଡ଼ତେ ଦାରୁ ଚାଟାଃ ଆଃ ଓ ଆଃ ।

କରଣୀ
ଜା'ଲ ମ୍‍ଲୁଣ୍ଡି
କରଣୀଦ୍ୱାରା ମିସ୍ତ୍ରୀ କାନ୍ଥ ତିଆରି କରୁଛନ୍ତି ।
ଜା'ଲମ୍‍, ଲୁଣ୍ଡିତେ, ଗିନିଲ୍‍ ବାଇତାନିଃ ଗିନିଲୋଃ ବାଇତାନା ।

କଳାପାନ
ହେନ୍ଦେପାନ
କଳାପାନ ଖାଆ ନାହିଁ ।
ହେନ୍ଦେପାନ ଆଲମ ଜଅମା ।

କେଉଁମାନେ
ଅକଏ କ
କେଉଁମାନେ ଗଲେ ।
ଅକଏ କ ସେନଃ ୟାନା ।

କାହାକୁ
ଅକୟକେ
କାହାକୁ ଡାକୁଛ ।
ଅକଏ କେମ କିଆଆ ତାନା ।

କେଉଁମାନଙ୍କୁ
ଅକଏତେକ
କେଉଁମାନଙ୍କୁ କହୁଛ ।
ଅକଏ ତେକ ଆମ୍‍ କାଜିଆ ତାନା ।

କାହାର
ଅକୟାଃ
ଏଇଟା କାହାର ?
ନେନା ଅକୟାଃ ।

କେଉଁଠି
ଅକନ୍‍ରେ/ଅକରେ
ମୋ ଜାମା କେଉଁଠି ।
ଆଞାଃ ସୁତୁଇ ଅକନ୍‍ ରେୟା ।

କେଉଁଗୁଡିକ
ଅକନାକ
କେଉଁଗୁଡିକ ମାଗୁଛ ।
ଅକନାକମ୍‍ ଆସିତାନା ।

କେଉଁଟିକୁ
ଅକନା
କେଉଁଟିକୁ ଯାଉଛ ।
ଅକନାମ୍‍ ସେନଃ ତାନା ।


logo