logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୁଆପଥର
ଆରିଲ
ଖରାଦିନେ ବର୍ଷା ହେଲେ କୁଆପଥର ପଡ଼େ ।
ଜେଟେ ଦିନ୍‍ ଗାମା ଏରେଃ ଆରିଲ୍‍ ଇୟୁଃନେ ।

କାର୍ତ୍ତିକ
ସାର୍ଦ୍ଦି
କାର୍ତ୍ତିକ ମାସ ପରେ ଶୀତ ରୁତୁ ଆସେ ।
ସାର୍ଦ୍ଦି ଚାଣ୍ଡୁଃ ଚାନାବ୍‍ ରାବାଂ ଅମଲ ବେଟାନା ।

କୃଷ୍ଣପକ୍ଷ
ତାରା/କିଚଃଚାଣ୍ଡୁଃ
କୃଷ୍ଣପକ୍ଷ ମାସର ଦ୍ୱିତୀୟ ପକ୍ଷ ।
ମି'ଚାଣ୍ଡୁଃତାରା ଦତେର୍‍ ଚାନାବ୍‌ରେୟା ।

କିରୋସିନି
ହାସାସୁନୁମ୍‍
କିରୋସିନି ତେଲରେ ଡିବି ଜଳାଉ ।
ହାସା ସୁନୁମ୍‌ତେ ଡିବିରିବୁ ଜୁଲେୟା ।

କଳା ପଟା
ହେନ୍ଦେପାଟା
କଳା ପଟାରେ ଲେଖ ।
ହେନ୍ଦେ ପାଟାରେ ଅଲେମେ ।

କାରବାର
ଆପାସି
ଆଜିକାଲି କାରବାର ବଢିଛି ।
ନାଆଃବାରସିଂ ଆପାସି ପୁରେଃଏ କେନେ ।

କ୍ରେତା
କିରିଂ ନିଃ
କ୍ରେତା ଆସିଛନ୍ତି ।
କିରିଂନିଃ ହୁଜୁଃଆଃ କାନା ।

କଂସା
କାଂସା
କଂସା ବାସନ ଅଛି ।
କାଂସାକ ମିନାଃ ।

କୋଇଲା
ହାସାହାଙ୍ଗାର
କୋଇଲାରେ ଭାତ ରାନ୍ଧିଲା ।
ହାସା ହାଙ୍ଗର୍‍ ତେ ମାଣ୍ଡିଃ ଇସିନ୍‍ କିଡା ।

କଷଟି
ଲେପେସେର୍‌ଦିରି /ଲେଏସେର୍‌ଦିରି
କଷଟି ପଥର ରଖାଯାଇଛି ।
ଲେପେସେର/ଲେଏସେର୍‌ଦିରି ଏମାକାନା ।


logo