logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୁମ୍ଭାର ପୋକ
କୁଙ୍କାଲ୍‍ ଚିଦ
କୁମ୍ଭାର ପୋକ ଗଛରେ ମାଟି ଘର ତିଆରି କରେ ।
କୁଙ୍କାଲ୍‍ ଚିଦୁ ଦାରୁକରେ ହାସାତେ ଆୱାଃ ବାଇୟେ ।

କଳା ଭ୍ରମର
ହେନ୍ଦେଉରୁ
କଳା ଭ୍ରମର ଉଡି ଆସିଲା ।
ହେନ୍ଦେଉରୁ ଆପିର୍‍ ହୁଜୁଃଜାନା ।

କଇଁଛ
ହର
କଇଁଛ ଚାରୋଟି ଗୋଡ ଅଛି ।
ହରୱାଃ ପୁନିଆଁ କାଟା ମିନାଃ ।

କଙ୍କଡା
କାଟକମ୍‍(କା-କମ୍‍)
କଙ୍କଡା ଗାତରେ ପଶିଲା ।
କାଟକମ୍‍/(କା-କମ)ଉଣ୍ଡୁରେଃ ବଲୟାନ ।

କେରାଣ୍ଡି
ଦାଣ୍ଡିକେ
କେରାଣ୍ଡି ମାଛ ଖାଈବା ବହୁତ ଭଲ ।
ଦାଣ୍ଡିକେ ହାକୁ ଜମ୍‍ଦ ଏସୁ ବୁଗିନେ ।

କଉ
କୁଉ
କଉ ମାଛର ବହୁତ କଣ୍ଟା ।
କୁଉ ହାକୁରେ ଏସୁପୁରେଃ ଜାଂ ମିନାଃ ।

କୂଅ
ସୁଉଡ଼/କୁଆଁ
କୂଅରେ ପାଣି ଅଛି ।
ସୁଉଡ଼୍‌ରେ ଦାଆଃ ମିନଃ ।

କୁଦ
କୁଦୁର
କୁଦରେ ପାଣି ପୂରିବୋହି ଯାଉଛି ।
କୁଦୁର୍‌ରେ ଦାଃ ପେରେଃୟାନ୍‌ତେ ପଅଲ ତାନା ।

କାକର
ସିସିର୍‍
ଘାସରେ କାକର ପାଣି ଦେଖାଯାଉଅଛି ।
ଦୁମ୍ବୁରେ ସିସିର୍‍ ଦାଃ ନେଲଃ ତାନା ।

କୁହୁଡି
ପୁକେଡ୍‍
ଭୋର ସକାଳେ କୁହୁଡି ବେଶୀ ହୁଏ ।
ଆଂତାନ୍‍ ଇମିତାଂ ପୁକେଡ୍‍ ପୁରେଃ ହବାନା ।


logo