logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୋଠରୀ
ଅକଆ
ବଡ ଘରଟିର ଦୁଇଟି କୋଠରୀ ଅଛି ।
ମାରାଂ ଅୱାଃରେ ବାରିଆ ଅକଆ ମିନାଃ ।

କୋଇଲି
ତୱାଉ
କୋଇଲି ଆମ୍ବ ଗଛରେ ବସିଛି ।
ତୱାଉ ଉଲି ଦାରୁରେଃ ଦୁବେକାନା ।

କଜଳପାତି
ବାଆଁଚୁଡ
କଜଳପାତି ଉଡ଼ି ବୁଲୁଛି ।
ଦାଆଁଚୁଡ୍‍ ଆପିର ବିଉରେନ୍‍ ତାନା ।

କୁକୁଡ଼ା ଛୁଆ
ସିମ୍‍ହନ୍‍
କୁକୁଡ଼ା ଛୁଆ ଦୌଡ଼ି ଆସୁଛି ।
ସିମ୍‍ହନ୍‍ ନିର୍‍ ହୁଜୁଃଏ କାଡ଼ା ।

କୁକ୍କୁଟୀ
ଏଙ୍ଗାସିମ
କୁକ୍କୁଟୀ ଛୁଆ ଫୁଟେଇ ଅଛି ।
ଏଙ୍ଗା ସିମ /ରୁତୁଇଃ ତାଡ୍‍କଆଃ ।

କଙ୍କଡା ବିଛା
କାଟ୍‍କମ୍‍ ମାର୍‍ମାର୍‍
କଙ୍କଡା ବିଛା ମରି ପଡିଛି ।
କାଟ୍‍କମ୍‍/(କା-କମ୍) ମାର୍‍ମାର୍‍ ଗଏ ଏଳାଃଆ କାନା ।

କଙ୍କି
ବେର୍‍ବେଣ୍ଡ/ଡୁଲୁଂ
କଙ୍କି ଡାଳରେ ବସିଛି ।
ବେର୍‍ବେଣ୍ଡଂ/ଡୁଲୁଂ କତରେଃ ଦୁବେକାନା ।

କଲିକତରା
ଗୁର୍‍ଗୁଳିଃ
କଲିକତରା ପୋକ ମାଟିରେ ରହେ ।
ଗୁର୍‍ଗୁଳିଃ ଅତେରେଃ ତାଇନେ ।

କାଇ
ହାଉ
କାଇ ଗଛର ପତ୍ରରେ ପୁଟୁଳା ବାନ୍ଧେ ।
ହାଉକ ଦାରୁସାକାମ୍‌ରେ ପଳମ୍‌କ ବାଇୟେ ।

କୀଟ
ଚିନ୍ଦୁ
କୀଟ ପାଚିଲା ଫଳ ଖାଈ ଯାଆନ୍ତି ।
ଚିନ୍ଦୁକ ମାତା ଜଅଃକ ଜମା ।


logo