logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୁମ୍ଭାର
କୁକେଂଲ୍‍
କୁମ୍ଭାର ହାଣ୍ଡି ତିଆରି କରେ ।
କୁକେଂଲ୍‍ ଚାଟୁଃ ବାଇୟେ ।

କମାର
କମାର
କମାର ଲୁହା କାମ କରେ ।
କାମାର୍‍ ମେଣେଡ ପାଇଟିଃ ପାଇଟି' ୟେ ।

କେଉଟ
ହାକୁ ସାବ୍‍ନିଃ
କେଉଟ ମାଛ ଧରେ ।
ହାକୁ ସାବନିଃ ହାକୁଃ ସାବା ।

କେଳା
ବିଂସାବନିଃ/ସାପୁଏ
କେଳା ସାପ ଧରେ ।
ବିଂ ସାବ୍‍ ନିଃ, ବିଂ କଃ ସାବା ।

କାମ
ପାଇଟି/ଆଂଗିର୍‍
ବିଲରେ କାମ କରିବା ।
ଅତେ ହାସାରେ ପାଇଟି ତେୟାଃବୁ ପାଇଟି ୟା ।

କୋଠାଘର
ସାହାନ୍‍ ଅୱାଃ
କୋଠା ଘରେ କାଠ ରଖାଯାଏ ।
ସାହାନ୍‍ ଅୱାଃରେ ସାହାନ୍ କ ରିକେୟା ।

କୁମ୍ଭାରଶାଳ
କୁଂକେଲ୍ଲ ସା'ଣେ
କୁମ୍ଭାରଶାଳରେ ହାଣ୍ଡି ପୋଡା ଯାଏ ।
କୁଙ୍କେଲ୍‍ ସାଆଣେ ରେ ଚାଟୁକ ରାପାଃୟା ।

କିଳା
ଗଜା
କାଠ ଫାଳିବା ପାଇଁ କିଳା ଲଗାଇ କାଠ ଚିରାଯାଏ ।
ସାଆନ୍‍ ଚାଟଃ ଲାଗିଡ ଗଜା କିଲୁମ୍‍ କେଏ ତେ କ ଚାଟାଃୟା ।

କାନ୍ଥ
ଗିନିଲ୍‍
କନ୍ଥରେ ଲେଖ ନାହିଁ ।
ଗିନିଲରେ ଆଲମ୍‍ ଆଲେୟା ।

କବାଟ
ତାଟି/ସିଲ୍‍ଫି
ଘରଟିର କବାଟ ନାହିଁ ।
ଅୱାଃରେୟାଃ ତାଟି /ସିଲ୍‍ଙ ବାନଃଆ ।


logo