logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଙ୍କାଳ
ଜାଂସୁମେଲ୍‍ଃ
ଜ୍ୱର ହୋଇ କଙ୍କାଳ ଦିଶିଲାଣି ।
ହାସୁ ହାସୁତେ ଜାଂ ସୁମେଲଃ ନେଲଃ ତାନା ।

କଣା
ଉଣ୍ଡୁ
କଣା ଦେଇ ସାପ ପଶିଲା ।
ଉଣ୍ଡୁତେ ବିଂ ବଲଜାନା ।

କାଲ
ସଡକା/କାଲା
କାଲ କଥା ଶୁଣି ପାରେ ନାହିଁ ।
ସଡକା/କାଲା କାଜି କାଏଃ ଆୟୁମ୍‍ ଦାଇୟେ ।

କିଶୋର
ଚକୋଳା,ବାଲେସେପୋଡ
କିଶୋର ବିଦ୍ୟାଳୟରେ ପାଠ ପଢେ ।
ଚକୋଳା/ବାଲେସେପେଡ୍‌ରେ, ମଣ୍ଡରେକ - ପାଳାୱା ।

କିଶୋରୀ
ବୁଇ/ବାଲେ ହାପାନୁମ
କିଶୋରୀଟି ଖେଳୁଛି ।
ବୁଇ/ବାଲେ ହାପାନୁମ, ଇନୁଂତାନା ।

କୁମାର
ବୟ/ବାବୁବୟ
କୁମାର ବୟସରେ ଶରୀର ଗଠନ ଦମ୍ଭ ହୁଏ ।
ବୟ/ବାବୁବୟରେ ହଳମ ତଲେ ନା ।

କୁମାରୀ
କୁଇ
କୁମାରୀ ନାମ ହୋଇ ଅବିବାହିତା ଝିଅଙ୍କର ।
ଆଉରୀ ଆନ୍ଦିନ୍‍ ଜକା ,କୁଇ, ଦକ ମେନଃଆ ।

କକେଇ
କାକା
କକେଇ ତାଙ୍କ ପୁତୁରାକୁ ଡାକୁଛନ୍ତି ।
କାକା,ଆୟାଃ ହମନ୍ତେଃ କେୟାଆତାନା ।

କନ୍ୟା
ହନ୍‍ଏରା
କନ୍ୟା ବୋଲି ତାଙ୍କର କେହିନାହିଁ ।
ହନ୍‍ ଏରା/ବୁଡିହନ ମେନ୍ତେ ଆ ଏଃଦ ଅକୟ ବାଙ୍କୁଆ ।

କାଠୁରିଆ
ସାହାନ୍‍ ମାଃ
କାଠୁରିଆ କାଠ କାଟେ ।
ସାହାନ ମାଃ ନିଃ ,ସାହାନେଃ ମାଆ ।


logo