logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କପାଳର ଦୁଇ ପାର୍ଶ୍ୱ
ମଲଂବାର୍‍ କୁଟି
କପାଳର ଦୁଇ ପାର୍ଶ୍ୱରେ ଟାଟୁ ଚିତ୍ର ଆଙ୍କିଛି ।
ମଲଂ ବାର୍‍ କୁଟିରେ ବେଙ୍ଗା ବାଙ୍ଗିୟା କାନାଃ ।

କାନ
ଲୁତୁର୍‍
ପ୍ରତ୍ୟକ ଜୀବର କାନ ଥାଏ ।
ସାନାମ୍‍ ଜୀଉ କରେ ଲୁତୁର୍‍ ତାଇନେ ।

କାନମୂଳ
ଲୁତୁର୍‍ ବୁଟେ
କାନମୂଳରେ କୁଣ୍ଡେଇ ହେଉଛି ।
ଲୁତୁର୍‍ ବୁଟେରେ ବାବାତା ତାନା ।

କାନଗିରି
ଲୁତୁର୍‍ ଉଁୟୁଡ୍‍
କାନଗିରି ସମସ୍ତ ମଣିଷଙ୍କ ଠାରେ ନିହିତ।
ଲୁତୁର୍‍ ଉଁୟୁଡ ସାନାମ ହଳକରେ ମିନାଃ ।

କାନ ମଇଳା
ଉୟୁଡ୍‍ଇଃଇଃ
କାନ ମଇଳା ବାହାରି ଆସିଲା ।
ଉଁୟୁଡ୍‍ ଇଇଃ ଅଲ୍ଲ ଏଳାଃ ୟାନା ।

କାଖ
ହାତାଲାଃ
କାଖରେ ବାଡି ଜାକି ଅଛି ।
ହାତାଲାଃରେ ସଟାଃ ରେବେଡ ତାଡା ।

କାନ୍ଧ
ତାରାନ୍‍
କାନ୍ଧରେ ଭାରି ଜିନିଷ ବୋହାଯାଏ ।
ତାରାନ୍‍ରେ ହାମ୍ବାଲ୍‍ ତେୟାଃ କ ଗଅଃୟା ।

କହୁଣୀ
ଉକା
ପିଟିଲା ବେଳେ ତାକୁ କହୁଣୀ ମାରିଲା ।
ତାପାମ୍‍ ତାନ୍‌ରେ ଆଏକେ ଉକା କିଃ ୟେ ।

କୁଜା
କୁବେ
କୁଜା ଲୋକ ଚାଲିଛନ୍ତି ।
କୁବେ ହୋ, ସେନା କାଡା ।

କଣ୍ଠସ୍ୱର
ରେ ଏସ୍‍/ରାଏ
ତା'ର କଣ୍ଠସ୍ୱର ଭଲ ।
ଆୟାଃରେ ଏସ୍‍ ବୁଗିନା ।


logo