logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଏହାର
ନିଇଁଆ଼ଃ
ଏହାର ଖାଦ୍ୟ ନାହିଁ ।
ନି' ଇଁଆଃ ଜମାଃ ବାନଃୱଃ ।

ଏମାନଙ୍କର
ନେକଆଃ
ଏମାନଙ୍କର ସବୁ ଅଛି ।
ନେକଆଃ ସାବେନ୍‍ ମେନାଃ ।

ଏହିଟି
ନେନ୍‍ତାଃ/ନେନେଡେ
ଏହିଟି ଜାମା ରଖ ।
ନେନ୍‍ତାଃରେ,ସୁତୁଇ ରିକେଏମେ ।

ଏପର୍ଯ୍ୟନ୍ତ
ନାଆସାନ୍ତେ
ଏ ପର୍ଯ୍ୟନ୍ତ କେହି ଆସିନାହାନ୍ତି ।
ନାଆଁସାନ୍ତେ ଅକୟ କାକ ହୁଜୁଃ ଏ କାନା ।

ଏବଂ
ଅଣ୍ଡଃ(ଏନେ ଏତେ)
ଗାଧୋଇବା ଏବଂ ପହଁରିବା ।
ଅଳାନାବୁ ଅଣ୍ଡଃ ଅୟାରେନାବୁ ।

ଏହିପରି
ନେକାଗେ,ନେନ୍‍ଲେକା
ଏହିପରି ହସ ନାହିଁ ।
ନେକାଗେ ଆଲମ୍‍ ଲାନ୍ଦାୟା ।

ଏକାଗ୍ର
ମିଏଡ୍‍ ଉଳୁଃ
ଏକାଗ୍ର ହୋଇ ଧ୍ୟାନ କର ।
ମିଏଡ୍‍ ଉଳୁଃତେ ଇୟାମେମ୍‍ ।

କନିଷ୍ଠ
ଲିଟାହନ/ହୁଳିଂହନ
କନିଷ୍ଠ ପୁଅ ପଳାଇ ଯାଇଛି ।
ଲିଟା ହନ୍‍ ସେନଃ ଆତମା କାନା ।

କନିଷ୍ଠା
କାନି ଗାଣ୍ଡା/ଲିଟ ଗାଣ୍ଡା
କନିଷ୍ଠା ହାତର ଛୋଟ ଆଙ୍ଗୁଳି ।
ଲିଟଗାଣ୍ଡା,ତିଇ'ରେୟାଃ ହୁଳିଂ ଗାଣ୍ଡା ।

କପାଳ
ମଲଂ/ସାମାଂ
କପାଳ ଫାଟି ଯାଇଛି ।
ମଲଂ ପସାଃଆ କାନା ।


logo