logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଉତ୍ତିର୍ଣ୍ଣ
ରାକାବ୍‍
ପିଲାଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେପେଡ ହନ୍‍ ବିଳାୱରେଃ ରାକାବ୍‍କାନା ।

ଉପରବେଳା
ତାରାସିଙ୍ଗି
ଉପରବେଳା କାମକୁ ଗଲେ ।
ତାରାସିଙ୍ଗି ପାଇଟିତେ ସେନଃୟାନା ।

ଉପକୂଳ
ଦାଃକୁଟି
ଡଙ୍ଗା ଉପକୂଳରେ ଡଙ୍ଗା ପହଞ୍ଚିଲା ।
ଦାଃ କୁଟିରେ ଡଙ୍ଗା ବେଟାୟାନା

ଏଣ୍ଡିପୋକ
ବାଳାମ୍‍ଚିଦୁ
ଏଣ୍ଡିପୋକ ଗବପତ୍ର ଖାଏ ।
ବାଳାମଚିଦୁ ଜାଳା ବିନ୍ଦି ସାକାମ୍‍ଆଁ ଜଅମା ।

ଏକାଦଶୀ
ବଇଟାତାରା
ମାସର ଏଗାର ଦିନକୁ ଏକାଦଶୀ ।
ବଇଟାତାରା ମୁଲୁଃଇତେ ଗେଲମିଡ୍‌ମା ଦିନ କ ମେତାଃ ।

ଏହା
ନେନା/ନେଆଁ
ଏହା ପଢିବା ଭଲ ।
ନେନାବୁ ପାଳାୱ ତେୟାଃ ବୁଗିନା ।

ଏହାକୁ
ନି'କେ
ଏହାକୁ ଦେଖନ୍ତୁ ।
ନି'କେ ନେଲି' ପେ ।

ଏମାନେ
ନେକ
ଏମାନେ ଜଙ୍ଗଲ ଯାଉଛନ୍ତି ।
ନେକ ବିର୍‌ତେକ ସେନଃ ତାନା ।

ଏସବୁ
ନେଃ ନେନାକ/ନେଃ ନେଆଁକ
ଏସବୁ ଏକାଠି କର ।
ନେଃ ନେନାକ, ମିଡତାଃ ତା'ମ୍‍ ।

ଏଗୁଡିକ
ନେନାକ
ଏଗୁଡିକ ଆଣି ଆସ ।
ନେନାକ ଆଗୁଇମ୍‍ ।


logo