logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଆୟ
ଆ‍ର୍‍ଜାଅ/ନାମେତେୟାଃ
ଆୟ ବହିଃର୍ଭୁତ ସଂପତ୍ତି ।
ଆର୍‍ଜାଓ ଲାଆଃ ବିତି ।

ଇଟାଘର
ଇଟାଅୱା/ପାକାଅୱା
ଇଟା କାନ୍ଥ ଘର ମଜଭୁତି ଲାଗେ ।
ଇଟାଅୱା ଏସୁ କେଳେ ଆଦାୱା ।

ଇଟା
ଇଟେ
ଇଟା ଛାଞ୍ଚରେ ଗଢାଯାଏ ।
ଇଟେ ଚାଞ୍ଚାରେ ବାଇୱା ।

ଇନ୍ଦ୍ରଧନୁ
ରୁଲ୍‍ବିଞ୍ଜଅଂ
ଇନ୍ଦ୍ରଧନୁର ସାତଟି ରଙ୍ଗ ।
ରୁଲ୍‍ବିଞ୍ଜଅଂରେ ଆଇଏ ରଂ ମିନାଃ ।

ଈଶ୍ୱର
ସିଂବଙ୍ଗା
ସବୁଦିନ ଈଶ୍ୱରଙ୍କୁ ପୂଜା କରିବା ଭଲ୍‍ ।
ସବେଦିନ୍‍ ସିଂବଙ୍ଗାବୁ ବଙ୍ଗାଇତିୟାଃ ବୁଗିନେ ।

ଉପି
ଚୁତ୍ରୁକ
ମୁଣ୍ଡରେ ଉପି ଅଛନ୍ତି ।
ବଅଃରେ ଚୁତ୍ରୁକ ମିନା କୱା ।

ଉଷୁନା ଚାଉଳ
ତିକିଚାଉଲି/ତୁପୁଚାଉଲି
ଉଷୁନା ଚାଲଳର ଭାତ ଭଲ ।
ତିକି ଚାଉଲି ମାଣ୍ଡିଏସୁ ବୁଗିନା ।

ଉପବାସ
କାଟାବ୍‍
ଶିବରାତ୍ରିରେ ଉପବାସ ରୁହନ୍ତୁ ।
ଶିବ ବଙ୍ଗା ନିଦେରେ କାଟାବ କ ତାଇନେ ।

ଉଲକା
ବଙ୍ଗାସାର୍‍
ଆକାଶରୁ ଉଲ୍‍କା ଖସିଥାଏ ।
ରିମିଲାଏତେ ବାଙ୍ଗାସାର୍‍ ହୁଜୁଃଏ ।

ଉପସ୍ଥିତି
ହାଜିର କାନାଃ/ବେଟାଆକାନା
ମିଟିଂରେ ଉପସ୍ଥିତ ଅଛନ୍ତି ।
ଦୁନୁବ୍‌ରେ ବେଟା'କାନା ।


logo