logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଆଳୁ
ସାଙ୍ଗା
ଆଳୁ ମାଟିରେ ଫଳେ ।
ସାଙ୍ଗା ଅତେରେ ଦାକାୱା ।

ଆମ୍ବ
ଉଲି
ପାଚିଲା ଆମ୍ବ ମିଠା ଲାଗେ ।
ମାତା ଉଲି ଏସୁ ନଗଡା ।

ଆତ
ମାନ୍ଦାଲ୍‍
ଆତ ଫଳେ ଡାଳେ ।
ମାନ୍ଦାଲ୍‍ କତରେ ଜଃଅଃ ଆ ।

ଆଖୁ
ଗୁଉଳୁଦାରୁ
ଆଖୁ ଗୁଡ ତିଆରି ହୁଏ ।
ଗୁଉଳୁଦାରୁ ଦାରୁ ଏତେ ଗୁଉଳୁ ବାଇଓଃଆ ।

ଆମ୍ବ ଗଛ
ଉଲିଦାରୁ
ବାଡିରେ ଆମ୍ବ ଗଛ ଲଗାଇବା ।
ବାକାଇରେ ଉଲିଦାରୁବୁ ରୱାୟା ।

ଆକାଶ
ରିମିଲ୍‍
ଆକାଶର ରଂଗ ନୀଳ ଅଟେ ।
ରିମିଲ୍‍ ରେଆଃ ରଂଙ୍ଗ ନିଲ୍‌ଗେୟା।

ଆଲୋକ
ମାରସାଲ୍‍
ଚନ୍ଦ୍ର ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ ।
ଚାଣ୍ଡୁସିଙ୍ଗି ଏଃ ମାର୍‍ସାଲ୍‌ତେ ମାର୍‍ସାଲ୍‌ଲେନା ।

ଆସନ୍ତାକାଲି
ଗାପା
ଆସନ୍ତାକାଲି କଟକ ଯିବି ।
ଗାପା କଟକଞ୍ଜ ସେନଃଆଁ ।

ଆମଦାନି
ଆଗୁଇତେୟାଃ
ଆମଦାନି ଜିନିଷ ମହଙ୍ଗା ଅଟେ ।
ଆଗୁଇତେୟାଃ ଗିନିଷି ଗନଂଆ ।

ଆପତ୍ତି
କାଜିଇୟାବୁ
ଜନ ସ୍ୱାସ୍ଥ୍ୟ ପାଇଁ ଆପତ୍ତି କରିବ ।
ହୋ କୱା ସୁବିଦା ଲାଗିଡବୁ ଆର୍ଦାଶୟା ।


logo